Monday, May 4, 2026
24.9 C
Odisha

    ରାଜ୍ୟରେ ଶୀତର ପ୍ରକୋପ ହ୍ରାସ: ୭.୪ ଡିଗ୍ରି ସହ କୋରାପୁଟ ସବୁଠାରୁ ଥଣ୍ଡା ସହର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଏବେ ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି। ଗତ କିଛି ଦିନ ଲୋକେ ଥଣ୍ଡାରେ ଥରିବା ପରେ ଏବେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ରାଜ୍ୟରେ ୧୦ଡିଗ୍ରି ତଳେ ୪ ସହର ରହିଛି। କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରି ରେକର୍ଡ ହୋଇଛି। ଏହା ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି। ଏହାଛଡ଼ା ଜି. ଉଦୟଗିରି ରେ ସର୍ବନିମ୍ନ ତାପମାତ୍ରା ୭.୮, ଦାରିଙ୍ଗବାଡିରେ ୯.୫, ସେମିଳିଗୁଡାରେ ୯.୬, ଫୁଲବାଣୀରେ ୧୦.୫, କିରେଇରେ ୧୦.୭ ଡିଗ୍ରି ତାପମାତ୍ରା ରହିଥିବା ବେଳେ ଭବାନୀପାଟଣା ଓ ନବରଙ୍ଗପୁରରେ ୧୧ଡିଗ୍ରି ରେକର୍ଡ ହୋଇଛି। ସେହିପରି ବୌଦ୍ଧ ଓ ନୂଆପଡ଼ାରେ ରାତିର ତାପମାତ୍ରା ୧୨ଡିଗ୍ରି ରେକର୍ଡ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.9 ° C
    24.9 °
    24.9 °
    71 %
    2.6kmh
    81 %
    Mon
    26 °
    Tue
    37 °
    Wed
    38 °
    Thu
    39 °
    Fri
    41 °

    ସମ୍ବନ୍ଧିତ