Monday, September 14, 2026
24.7 C
Odisha

    ବାଲିଯାତ୍ରାରେ ଅଘଟଣ, ବାଲିଯାତ୍ରା ବୁଲୁଥିବା ବେଳେ କରେଣ୍ଟ ଲାଗି ଛାତ୍ର ମୃତ

    ଆଗକୁ ପଢନ୍ତୁ

    କଟକ : ବାଲିଯାତ୍ରାରେ ଅଘଟଣ ।  ବାଲିଯାତ୍ରା ବୁଲୁଥିବା ବେଳେ କରେଣ୍ଟ ଲାଗି ଛାତ୍ର ମୃତ ।  ମୃତ ଛାତ୍ରୀଙ୍କ ନାଁ ବିଶ୍ବ ପ୍ରକାଶ ମନ୍ଥନ, ଘର ଜଗତସିଂହପୁର ଅଞ୍ଚଳରେ ।  କଟକ ତୁଳସୀପୁର ସ୍ଥିତ +୨ ଛାତ୍ର ହଷ୍ଟେଲରେ ରହୁଥିବା ବେଳେ ବାଲିଯାତ୍ରା ବୁଲିବା ଆସିଥିଲେ ।

    କାହା ସାଙ୍ଗରେ ଓ କିପରି ଆସିଥିଲେ ଜଣାପଡିନାହିଁ ।  ବାଲିଯାତ୍ରାରେ ଲିଚୁ ଲାଇଟ୍ ରୁ କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।  କରେଣ୍ଟ ଲାଗି ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.2kmh
    6 %
    Mon
    25 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ