Monday, June 8, 2026
27.4 C
Odisha

    ବ୍ରହ୍ମପୁରରେ ଆରମ୍ଭ ହେଲା ମୋ ବସ୍ ସେବା: ଭିଡିଓ କନଫରେନ୍ସିଂରେ ହଳଦିଆ ବସଷ୍ଟାଣ୍ଡରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ବ୍ରହ୍ମପୁରରେ ଆରମ୍ଭ ହୋଇଛି ମୋ ବସ୍ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେସିଂ ମାଧ୍ୟମରେ ଏହି ସେବାର ଶୁଭାରମ୍ଭ କରିଛନ୍ତି । ହଳଦିଆପଦର ବସ୍ ଷ୍ଟାଣ୍ଡରୁ ଏହି ମୋ ବସ୍ ସେବାର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟରେ ୧୫ଟି ବସ୍ ଚଳାଚଳ କରିବ । ଏହାଭିତରେ ୫ଟି ଏସି ବସ୍ ଏବଂ ୧୦ଟି ନନ୍-ଏସି ବସ୍ ଚଳାଚଳ କରିବ । ପରବର୍ତୀ ଅବସ୍ଥାରେ ସମସ୍ତ ବସ୍ ଏସି ହେବ ବୋଲି ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.4 ° C
    27.4 °
    27.4 °
    75 %
    4.2kmh
    100 %
    Mon
    29 °
    Tue
    41 °
    Wed
    43 °
    Thu
    43 °
    Fri
    39 °

    ସମ୍ବନ୍ଧିତ