Wednesday, August 20, 2025
23.5 C
Odisha

    ମଶାତେଲ-ବ୍ଲିଚିଙ୍ଗ ପାଉଡର କିଣା ଦୁର୍ନୀତି: ୩ପୌର କର୍ମଚାରୀ ଅଟକ

    ଆଗକୁ ପଢନ୍ତୁ

    ଝାରସୁଗୁଡା ପୌର କର୍ମଚାରୀଙ୍କୁ ଭିଜିଲାନ୍ସ ପକ୍ଷରୁ ଘନଘନ ଜେରା କରାଯାଇଛି । କୋଭିଡ ସମୟରେ ମଶା ତେଲ ଓ ବ୍ଲିଚିଙ୍ଗ ପାଉଡର  କିଣାର ତଦନ୍ତ ରାଉରକେଲା  ଭିଜିଲାନ୍ସ ବିଭାଗ ପକ୍ଷରୁ କରାଯାଉଛି । ରାଉରକେଲା ଭିଜିଲାନ୍ସ ଏସ୍‌ପି ନରହରି ନାଏକଙ୍କ ନେତୃତ୍ୱରେ ତଦନ୍ତ ଜାରି ରହିଛି।ଝାରସୁଗୁଡା ପୌର ପରିଷଦରେ ମଶାତେଲ କିଣା ଦୁର୍ନୀତି ମାମଲାରେ ଭିଜିଲାନ୍ସ ତଦନ୍ତ କରାଯାଉଛି। ସୁନ୍ଦରଗଡ ଭିଜିଲାନ୍ସ ଅଫିସରେ ୩ କର୍ମଚାରୀଙ୍କୁ ଜେରା ଚାଲିଛି। ପ୍ରତି ମାସରେ ମଶାତେଲ ୭୭ ଟଙ୍କା ବଦଳରେ  ଲିଟର ପିଛା ଅଧିକ  ୭୪୦ ଟଙ୍କାର ୭ ହଜାର ୫ ଶହ ଲିଟର କିଣିଥିଲା ପୌର ପରିଷଦ। ଏହା ସହ ବ୍ଲିଚିଙ୍ଗ ପାଉଡର କିଣାରେ ବି ଦୁର୍ନୀତି ହୋଇଥିବା ଅଭିଯୋଗ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    23.5 ° C
    23.5 °
    23.5 °
    93 %
    1.5kmh
    98 %
    Tue
    23 °
    Wed
    28 °
    Thu
    31 °
    Fri
    26 °
    Sat
    24 °

    ସମ୍ବନ୍ଧିତ