Thursday, October 1, 2026
28.5 C
Odisha

    ଶ୍ରୀମନ୍ଦିରରେ ନୂଆ ବର୍ଷରୁ ପୁରୁଷ ଓ ମହିଳାଙ୍କ ପାଇଁ ନୂଆ ଦର୍ଶନ ବ୍ୟବସ୍ଥା

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀମନ୍ଦିରରେ ନୂଆ ବର୍ଷରୁ ପୁରୁଷ ଓ ମହିଳାଙ୍କ ପାଇଁ ନୂଆ ଦର୍ଶନ ବ୍ୟବସ୍ଥା କରାଯିବ। ସ୍ବତନ୍ତ୍ର ବ୍ୟାରିକେଡ୍ ଯୋଗେ ଦର୍ଶନ କରିବେ ଭକ୍ତ। ଆନ୍ଦବଜାରରେ ଅଧିକ ଶୃଙ୍ଖଳା ପାଇଁ କମିଟି ଗଠନ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଗାମୀ ଦିନରେ ଛତିଶାନିଯୋଗ ଓ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ପର୍ଯ୍ୟାପ୍ତ ହୁଣ୍ଡି ସ୍ଥାପନ କରାଯିବ।

    ଅନ୍ୟପଟେ ଖୁବ ଶୀଘ୍ର ଶେଷ ହେବ ରତ୍ନଭଣ୍ଡାର ମରାମତି କାମ। NGRI ରିପୋର୍ଟ ଆଧାରରେ ଚାଲିଛି ମରାମତି। ଗତକାଲି ମହାସ୍ନାନ ଯୋଗୁଁ ଆଜି ମରାମତି ପାଇଁ କମ ସମୟ ମିଳିପାରେ। ଯେଉଁମାନେ ମରାମତି ସମୟରେ ଉପସ୍ଥିତ ରହିବେ ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.5 ° C
    28.5 °
    28.5 °
    71 %
    1.6kmh
    18 %
    Thu
    26 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ