Saturday, October 11, 2025
23.8 C
Odisha

    ଟ୍ରାକ୍ଟରକୁ ପିଟିଲା କାର୍‌, ୪ମୃତ

    ଆଗକୁ ପଢନ୍ତୁ

    ନୂଆପଡ଼ା: ନୂଆପଡା ଖଡିଆଳରୁ ଭବାନୀପାଟଣା ରାସ୍ତାର ଲାଛିପୁର ଗାଁ ନିକଟରେ ଦୁର୍ଘଟଣା। ଟ୍ରାକ୍ଟରକୁ କାର ଧକ୍କା ଦେବାରୁ କାରରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହାସହ ଟ୍ରାକ୍ଟରରେ ଥିବା ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଖଡିଆଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। କାରଟି ଖଡିଆଳରୁ ତୁକୁଲା ପଟକୁ ଯାଉଥିବା ବେଳେ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ମୃତକ ହେଲେ ଖଡିଆଳ ସହରର ଋଷୀ ସାହୁ, ଶୁଭମ୍ ମହାଉତି, ବଣ୍ଟି ସିଂ ଲାଲ ଓ ଗୁଡୁ। ପୋଲିସ ଘଟଣାର ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    86 %
    0.1kmh
    1 %
    Sat
    24 °
    Sun
    29 °
    Mon
    29 °
    Tue
    29 °
    Wed
    29 °

    ସମ୍ବନ୍ଧିତ