Sunday, October 18, 2026
21.7 C
Odisha

    ଟ୍ରାକ୍ଟରକୁ ପିଟିଲା କାର୍‌, ୪ମୃତ

    ଆଗକୁ ପଢନ୍ତୁ

    ନୂଆପଡ଼ା: ନୂଆପଡା ଖଡିଆଳରୁ ଭବାନୀପାଟଣା ରାସ୍ତାର ଲାଛିପୁର ଗାଁ ନିକଟରେ ଦୁର୍ଘଟଣା। ଟ୍ରାକ୍ଟରକୁ କାର ଧକ୍କା ଦେବାରୁ କାରରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହାସହ ଟ୍ରାକ୍ଟରରେ ଥିବା ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଖଡିଆଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। କାରଟି ଖଡିଆଳରୁ ତୁକୁଲା ପଟକୁ ଯାଉଥିବା ବେଳେ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ମୃତକ ହେଲେ ଖଡିଆଳ ସହରର ଋଷୀ ସାହୁ, ଶୁଭମ୍ ମହାଉତି, ବଣ୍ଟି ସିଂ ଲାଲ ଓ ଗୁଡୁ। ପୋଲିସ ଘଟଣାର ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    92 %
    1.3kmh
    100 %
    Sat
    22 °
    Sun
    31 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ