Wednesday, March 18, 2026
22.7 C
Odisha

    ଓଡିଶାରେ ପ୍ରତିଷ୍ଠା ହେବ ’ଓଡିଆ ଅସ୍ମିତା ଭବନ’, ଗଠିତ ହେବ ଓଡିଆ ଭାଷା କମିଶନ : ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଲୋକସେବା ଭବନର ନିଜ ପ୍ରକୋଷ୍ଠରେ ଆଜି କାର୍ୟ୍ୟ ଆରମ୍ଭ କରିବା ପରେ ଓଡିଆ ଭାଷାରେ ସରକାରୀ କାର୍ୟ୍ୟ ହେବ । ଏଥିପାଇଁ ଆବଶ୍ୟକ ପଡିଲେ ଆଇନଗତ ସଂଶୋଧନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଗତି ଦିନରେ ନୂଆ ସରକାର ଗୁରୁତ୍ବ ଦେବେ। ଓଡିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠ ହେବ। ଏନେଇ ପ୍ରଯୁକ୍ତି ବିଦ୍ୟାକୁ ବି ପ୍ରୟୋଗ କରାଯିବ। ଓଡିଶାରେ ଓଡିଆ ଅସ୍ମିତା ଭବନ ନିର୍ମାଣ କରାଯିବ । ଏହାସହ ଭାଷା କମିଶନ ମଧ୍ୟ ଗଠନ କରାଯିବ। ଏହାସହ ପ୍ରତି ଜିଲ୍ଲାରେ ସମନ୍ବିତ ସଂସ୍କୃତି ଭବନ ଜିଲ୍ଲାର କଳା ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ। ଉଚ୍ଚ ବିଦ୍ୟାଳୟ ସ୍ତରରେ ଓଡିଆ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ବିଚାର କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    51 %
    0.8kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ