Saturday, October 3, 2026
29.5 C
Odisha

    ପଇତାର ସଂସ୍କାର, ଜାଣନ୍ତୁ ରୋଚକ ତଥ୍ୟ

    ଆଗକୁ ପଢନ୍ତୁ

    ହିନ୍ଦୁ ଧାର୍ମିକ ଶାସ୍ତ୍ରରେ ଶୌଚାଗରକୁ ନେଇ କିଛି ନିୟମ ଉଲ୍ଲେଖ କରାଯାଇଛି, ଯାହାର ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ହିନ୍ଦୁ ଧର୍ମରେ ପ୍ରତ୍ୟେକ ହିନ୍ଦୁଙ୍କର କର୍ତ୍ତବ୍ୟ ହେଉଛି ପଇତା ପିନ୍ଧିବା ଏବଂ ଏହାର ନିୟମ ପାଳନ କରିବା। ପଇତା ଧାରଣ କରିବା ପରେ ଦ୍ୱିଜ ବାଳକଙ୍କୁ ଯଜ୍ଞ କାର୍ଯ୍ୟ କରିବାର ଅଧିକାର ପ୍ରାପ୍ତ ହୋଇଥାଏ। ପଇତାର ସଂସ୍କାର ହିନ୍ଦୁ ଧର୍ମର ପ୍ରମୁଖ ୨୪ଟି ସଂସ୍କାର ମଧ୍ୟରୁ ସ୍ୱତନ୍ତ୍ର। ଏହାକୁ ‘ଉପନୟନ’ ବା ‘ଯଜ୍ଞୋପବିତ ସଂସ୍କାର’ ମଧ୍ୟ କୁହାଯାଇଥାଏ। ପବିତ୍ର ଧଳା ସୂତାରେ ନିର୍ମିତ ହୋଇଥାଏ ପଇତା।

    – ଲଣ୍ଡନରେ ହୋଇଥିବା ଏକ ରିସର୍ଚ୍ଚ ଅନୁଯାୟୀ ହିନ୍ଦୁମାନେ ମଳ-ମୂତ୍ର ତ୍ୟାଗ ରକିବା ସମୟରେ କାନରେ ପଇତା ଦେବାର ବୈଜ୍ୟାନିକ କାରଣ ମଧ୍ୟ ରହିଛି। ରିସର୍ଚ୍ଚ ଅନୁଯାୟୀ ଶୌଚ ସମୟରେ କାନରେ ପଇତା ଦେବା ଦ୍ୱାରା କାନ ପାଖରେ ଯାଉଥିବା ସ୍ନାୟୁ ଉପରେ ପ୍ରଭାବ ପଡିଥାଏ।

    ରିସର୍ଚ୍ଚ ଅନୁଯାୟୀ ପଇତା ପିନ୍ଧିଥିବା ଲୋକମାନଙ୍କ ନିକଟରେ ହୃଦୟ ସମ୍ବନ୍ଧିତ ରୋଗ ଏବଂ ବ୍ଲଡପ୍ରେସର ସମସ୍ୟା ଦେଖାଯାଇନଥାଏ। ପଇତା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ସଠିକ୍‌ ରୂପେ ହୋଇଥାଏ।

    – ପ୍ରତ୍ୟେକ ଦିନ କାନ ଉପରେ ପଇତା ରଖିବା ଦ୍ୱାରା ସ୍ମରଣ ଶକ୍ତି ଉନ୍ନତ ହୋଇଥାଏ। କାନରେ ପ୍ରଭାବ ପଡ଼ିବା ଦ୍ୱାରା ମସ୍ତିଷ୍କର ସ୍ନାୟୁ ମଧ୍ୟ ଖୋଲିଯାଇଥାଏ, ଯାହାର ସମ୍ବନ୍ଧ ସ୍ମରଣ ଶକ୍ତି ସହ ଜଡିତ ରହିଥାଏ।

    – ଶୌଚ ସମୟରେ ପଇତା କାନରେ ରଖିବା ଦ୍ୱାରା ଯେଉଁ ଶିରା ଦବିଥାଏ, ସେହି ଶିରାରୁ ହିଁ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ଏବଂ ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଯାଇନଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    57 %
    1.5kmh
    2 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ