Saturday, October 3, 2026
24.8 C
Odisha

    କ୍ୱିଣ୍ଟାଲ ଆଳୁର ଦାମ୍ ମାତ୍ର ୩୦୦ ଟଙ୍କା

    ଆଗକୁ ପଢନ୍ତୁ

    ଆଳୁ ବସ୍ତା ବୋହି ନେବାକୁ ଲୋକଙ୍କ ଗହଳି । ଏବେ ଆଳୁ କିଲୋ ପିଛା ୨୦ଟଙ୍କା ଥିବା ବେଳେ ୫୦କିଲୋର ଆଳୁ ବସ୍ତା ମାତ୍ର ୩ଶହ ଟଙ୍କାରେ ବିକ୍ରି ହେଉଛି । ବାଲେଶ୍ୱର ରେମୁଣାରେ ଜଣେ ଆଳୁ ବ୍ୟବସାୟୀ ୫୦କିଲୋ ଆଳୁ ବସ୍ତାକୁ ମାତ୍ର ୩ଶହ ଟଙ୍କାରେ ବିକ୍ରି କରୁଛନ୍ତି । ଯାହାକୁ ନେବା ପାଇଁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ଆଳୁ ବ୍ୟବସାୟୀଙ୍କ କହିବା କଥା ହେଲା ଏବେ ନୂଆ ଆଳୁ ଆସିଯାଇଥିବାରୁ ପୁରୁଣା ଆଳୁକୁ ଖାଲି କରିବା ପାଇଁ କମ୍ ଦରରେ ବିକ୍ରି କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    75 %
    0.7kmh
    4 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ