Saturday, January 31, 2026
22.7 C
Odisha

    କମିଲା ପେଟ୍ରୋଲ ଓ ଡିଜେଲ ଦାମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ ଟଙ୍କା ଲେଖାଏଁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ନୂଆ ଦର ୧୫ ତାରିଖ ଭୋର ୬ଟାରୁ ଲାଗୁହେବ। ଏନେଇ ସୂଚନା ଦେଇଛି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ଯାସ ମନ୍ତ୍ରାଳୟ। ଦିଲ୍ଲୀରେ ପେଟ୍ରୋଲ ଦର ଏଣିକି ୯୬ ଟଙ୍କା ୭୨ ପଇସା ବଦଳରେ ହେବ ୯୪ ଟଙ୍କା ୭୨ ପଇସା। ମୁମ୍ବାଇରେ ପେଟ୍ରୋଲ ଲିଟର ୧୦୬ ଟଙ୍କା ୩୧ ପଇସା ବଦଳରେ ହେବ ୧୦୪ ଟଙ୍କା ୨୧ ପଇସା। ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୩ ପଇସା ବଦଳରେ ନୂଆ ଦର ହେବ ୧୦୩ ଟଙ୍କା ୯୪ ପଇସା। ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୬୩ ପଇସା ବଦଳରେ ହେବ ୧୦୦ ଟଙ୍କା ୭୫ ପଇସା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    52 %
    0.6kmh
    88 %
    Sat
    30 °
    Sun
    31 °
    Mon
    32 °
    Tue
    32 °
    Wed
    33 °

    ସମ୍ବନ୍ଧିତ