Saturday, March 21, 2026
26.1 C
Odisha

    ପ୍ରାୟ ୪୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଫେରାଇଲେ ପୋଲିସ କମିସନର

    ଆଗକୁ ପଢନ୍ତୁ

    ପୋଲିସ ଫେରାଇଲା ଚୋରି ସାମଗ୍ରୀ । ପ୍ରାୟ ୪୦ ଲକ୍ଷରୁ ଅଧିକ ଟଙ୍କାର ଚୋରି ସାମଗ୍ରୀ ଫେରାଇଛନ୍ତି ପୋଲିସ କମିଶନର । ୧୪୧ଟି ମୋବାଇଲ ଫୋନ୍, ୧ ଲକ୍ଷ ୧୫ ହଜାର ଟଙ୍କା, ଦୁଇଟି ଦୁଇ ଚକିଆ ଯାନ, ତିନିଟି ୟୁପିଏସ୍, ଦୁଇଟି ପ୍ରିଣ୍ଟର ଏବଂ ଗୋଟିଏ ଲାପଟପ୍ ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    39 %
    0.7kmh
    81 %
    Sat
    25 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ