Monday, February 2, 2026
17.8 C
Odisha

    ସ୍ଥଗିତ ହେଲା OCS ପ୍ରିଲିମିନାରୀ ପରୀକ୍ଷା

    ଆଗକୁ ପଢନ୍ତୁ

    ସ୍ଥଗିତ OCS ପ୍ରିଲିମିନାରୀ ପରୀକ୍ଷା । ବାତ୍ୟା ‘ଦାନା’ ପାଇଁ OPSCର ପଦକ୍ଷେପ । OCS ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ ରଖିଲା OPSC । ଆସନ୍ତା ୨୭ରେ ହେବାର ଥିଲା OCS ପ୍ରିଲିମିନାରୀ ପରୀକ୍ଷା । ପରବର୍ତ୍ତୀ ତାରିଖ ଆସନ୍ତା ୭ ଦିନ ମଧ୍ୟରେ ଘୋଷଣା ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    17.8 ° C
    17.8 °
    17.8 °
    83 %
    1.9kmh
    100 %
    Sun
    17 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ