Tuesday, September 22, 2026
23.5 C
Odisha

    ଏକ ପାଖିଆ ଖବର ଶୁଣି ହଇରାଣ କରୁଛି ପୁରୀ ମ୍ୟୁନିସିପାଲିଟି,; ରଖୁନି ଆବେଦନ

    ଆଗକୁ ପଢନ୍ତୁ

    ପୁରୀ :- ଗୋଟେ ପ୍ଲଟ ନମ୍ବର ରେ ଆପାମେଣ୍ଟ ତିଆରି ହୋଇଛି ବୋଲି ଖବର କାଗଜ ଦେଖି ପୁରୀ ମୁନିସିପାଲିଟି ପାଦ ତଳୁ ମାଟି ଚାଲିଗଲା.. ସବୁ ମୁନିସିପାଲିଟି ଅଧିକାରୀ ପୁରା ନିଦ ହଜାଈ ଦେଲା ପ୍ଲଟ ନମ୍ବର ୨୫୮.ଜାଗା ଉପରକୁ ଆସି .ନିର୍ଦେଶ ଦେବା କି କାମ ବନ୍ଦ କରିବା ଏବଂ ବିଭିନ୍ନ ପ୍ରକାର ନିୟମ ବଳି ଦେଖାଇ ସବୁ ପ୍ରକାର ନିୟମ ଲାଗୁ ହୋଇଗଲା ଆମରି ଉପରେ.. ପୁରୀ ମୁନିସିପାଲିଟି ଅଧିକାରୀ ମାନସିକ ଚାପ ଦେଉଛନ୍ତି. ଦୁଇ ଦୁଇ ଲେର୍ଟର ମୁନିସିପାଲିଟି ପ୍ରକ୍ଷରୁ ଆସିଥିଲା ତାହା ଯେଉଁ ସମୟ ସୀମା ଦେଇଥିଲେ ତାଙ୍କ ପାଖରେ ଘର ମାଲିକ ସହିତ ହଜାର ହେଇଛୁ ମୋର ଯାହା କାଗଜ ପତ୍ର ସବୁ ଦେଖାଇ ଥାଏ କିନ୍ତୁ ପୁର୍ଣବାର ଦ୍ୱତୀୟ ଲେର୍ଟର ସେହିପରି ଡାକରା ଆସିଲା ଆଉ ଥରେ ହଜାର ହୋଇଥିଲି ସବୁ ସଠିକ କାଗଜ ପତ୍ର ଦେଖାଇଲି କିନ୍ତୁ ମୁନିସିପାଲିଟି ଅଧିକାରୀ ମାନେ ପ୍ରତେକ ଦିନ ଗୋଟେ ଗୋଟେ ପ୍ରକାର ସରକାରୀ ନିୟମ ହୋଇଛି ବୋଲି କହୁଛନ୍ତି . ଜଣେ ନିରୀହ ମାଲିକ ନିଜର ଘର ସମ୍ପୂର୍ଣ କରିପାରିବ ନାହିଁ.. ଯଦିଓ ଘର କିଛି ତ୍ରୁଟି ହୋଇଛି ତାହା ଘର ଉପରେ ଜୋରିମାନା କରାଯାଉ.. ବିନା କାରଣ ରେ ମିଥ୍ୟା ଖବର ବାହାର କରିଥିବା ଖବର ଦେଖି ଖବର କେତେ ସତ୍ୟତା ଅଛି ନିରୀହ ମାଲିକାନା ଉପରେ ମାନସିକ ଚାପ ପକାଇ କଣ ଠିକ କି? ପ୍ରତେକ ଗଣମାଧ୍ୟ୍ୟମ ସତ୍ୟତା ପ୍ରକାଶ କରିଥାଏ କାରଣ ସତ୍ୟ ଘଟଣା ରହସ୍ୟର କାଗଜ ପତ୍ର ଏବଂ କିଛି ସତ୍ୟତା କଥା ନିଜର ପାଖରେ ରଖି ଖବର କାଗଜ ବାହାର କରିଥାନ୍ତି କିନ୍ତୁ ଉଡ଼ା ପକ୍ଷୀ ପରି କିଛି ଖବର କାଗଜ ବାହାର କରିଦେଲେ ତାହାକୁ ସଠିକ କରିବାକୁ ପ୍ରମାଣ ସହ ଆଇନ ଅଦାଲତ ରେ ହଜାର ଦେଇ ଯେଉଁ ଖବର ସଂଗ୍ରହ କରିଥିଲେ ଏବଂ ଖରର କାଗଜ ବାହାର କରିଥିବା ମୁଖ୍ୟ କୁ ତାହାର ସମ୍ପୂର୍ଣ ଉତ୍ତର ଦେବାକୁ ପଡିଥାଏ. ଯାହାର ସଠିକ ଥାଏ ସତ୍ୟର ବିଜୟୀ ହୁଏ ନହେଲେ ଜୋରିମାନା ଦେବାପାଇଁ ରେଡି ହୋଇଥାଏ.. ଅନୁରୋଧ କି ମୁଖ୍ୟ ମୁନିସିପାଲିଟି ପାଖରେ ଆମର କିଛି ଭୁଲ ଅଛି ହୋଲି ଦେଖାଇ ପାରିବେ କି ନା ଖବର କାଗଜ ରେ ବାହାର କରିଥିଲେ ସତ୍ୟତା ଖବର କିଛି କାଗଜ ପତ୍ର ସଂଗ୍ରହ କରି ଆମକୁ ଦେଖାଉ.ପାରିବେ କି?. ଏହା ଦ୍ଵାରା କିଏ ସତ୍ୟ କହୁଛି ତାହା ପୁରା ପ୍ରମାଣ ହୋଇଯିବ..ନାରୀସେବା ସଦନ ପାଖରେ ଥିବା ଘରବାରୀ ପ୍ଲଟ ନମ୍ବର ୨୫୮.ଗୋଟେ ପ୍ଲଟ କିନ୍ତୁ ଦେଖିବାକୁ ଗଲେ ତାହା ପୁରୀ ମୁନିସିପାଲିଟି ଖାତା ନମ୍ବର ଅନୁସାରେ ଦୁଇଟା ପ୍ଲଟର ହୋଇଛି ଏହି ପ୍ଲାନ ପାଇଁ ଦୁଇଟା ଆବେଦନ ଅନଲାଇନରେ ପଇସା ଦିଆଯାଇଛି.ସୂଚନା ଅନୁସାରେ ୨୦୦୫ ମସିହାରେ PKDA ଘର ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଥିଲା।ତାହା ସଠିକ ସମୟରେ କରିବାରେ ବିଫଳ ହୋଇଥିଲୁ କିନ୍ତୁ ସେହି ଘର ପ୍ଲଟ ପାଇଁ ପ୍ଲାନ ପାଇଁ PKDA ବଦଳି ପୁରୀ ମୁନିସିପାଲିଟି ଦେବ ବୋଲି ଶୁଣିବାକୁ ପାଇଲୁ l କିନ୍ତୁ ମୁନିସିପାଲିଟି ଆସି ଦେଖିଲା ବେଳକୁ ସେ କହିଲେ ତହସିଲ ଓ ମନ୍ଦିର ପ୍ରଶାସନ ଠାରୁ ଅନୁମତି ଆଣିଲା ପରେ ଶେଷରେ ଆମର ଦ୍ୱରସ୍ତ ହୋଇପାରିବେ । ସେତେବେଳେ ସବୁ ଠିକ ଥିଲା। ନିୟମ ଅନୁସାରେ ଘର ବି ତିଆରି ହେଲା। ଘର ଏବେ ନିର୍ମାଣର ଶେଷ ପର୍ଯ୍ୟାୟରେ। ହେଲେ ଏବେ ବାହାର ଲୋକଙ୍କ ମିଥ୍ୟା ଖବର ଶୁଣି ପୁରୀ ମ୍ୟୁନିସିପାଳିଟି କାମ ବନ୍ଦ କରି ହଇରାଣ କରୁଛି। ନିୟମ ମୁତାବକ ସମସ୍ତ କାଗଜପତ୍ର ଦାଖଲ ପରେ ବି ଆମ କଥା ଶୁଣୁନି ମ୍ୟୁନିସିପାଳିଟି। ମିଛ ଖବର ଶୁଣି କି ପ୍ରକାର ଅଯଥାରେ ହଇରାଣ କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଏ ହେଉଛି ପୁରୀ ମ୍ୟୁନିସିପାଳିଟି ର ଅସଲ ଚେହେରା। ଯଦି ସତ ଜାଣିବାକୁ ଚାହୁଁଚି ପୁରୀ ମ୍ୟୁନିସିପାଳିଟି ତେବେ ଯେଉଁ ଖବର ଆଧାର ରେ କାମ ବନ୍ଦ କରିଛି, ସେହି ଖବର ବାହାର କରିଥିବା ଲୋକଙ୍କୁ ଡାକି ସାମ୍ନା ସାମ୍ନି କରୁ ନାହିଁ କାହିଁକି ବୋଲି ଅଭିଯୋଗ ହୋଇଛି।

    ସେହି ଅନୁସାରେ ତହସିଲ ଓ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଅନୁମତି ଅଣାଯାଇ ନିୟମ ଅନୁସାରେ ଅନ ଲାଇନରେ ଟଙ୍କା ପୈଠ କରା ଯାଇ ଘର ତିଆରି ହେଲା। ଏମିତିକି ଫିଲଡ଼ ଅଫିସର ମଧ୍ୟ ଘର ଓ ଜାଗା ଦେଖି ସଠିକ କରି ଯାଇଥିଲେ। ସେତେବେଳେ କଣ ପୁରୀ ମ୍ୟୁନିସିପାଳିଟି କୁ ଦେଖା ଗଲାନି। ଘର ନିର୍ମାଣ ର ଶେଷ ପର୍ଯ୍ୟାୟରେ କାମ ବନ୍ଦ କରିବାର ଅର୍ଥ ଜାଣି ଶୁଣି ହଇରାଣ କରିବା। ସେଥିପାଇଁ ପୁରୀ ସହରରେ ଅନେକ ସ୍ଥାନରେ ପୁରୀ ମୁନିସିପାଲିଟି ପ୍ଲାନ ପଛେରେ ଯାଉନାହାନ୍ତି..ବିନା ପ୍ଲାନ ରେ ବିରାଟ ରାଜମହଲ କରିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କର ବିରୋଧରେ ବିଚାର ହୋଇନାହିଁ.. ଯେଉଁମାନେ ସରକାରୀ ନିୟମ ଅନୁସାରେ ଯାଉଛନ୍ତି.. ସେମାନେ ସମ୍ପୂର୍ଣ ଅନ୍ଧାର ରହିଲେ..ଅନ୍ୟ କାର୍ଯ୍ୟ ଛାଡି କେବଳ ନୂଆ ନୂଆ ନିୟମ ଦେଖାଇବା ଚାଲିଛି..ଯେପରି ଘର ସମ୍ପୂର୍ଣ ହେଵା ମାତ୍ର 2 ବର୍ଷ ହୋଇଗଲାଣି ଅନ୍ୟ ଭଡା ଘରେ ରହିଚାଲିଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ଅନେକ ଘର ମାଲିକ ଅପେକ୍ଷା ହୋଇଗଲାଣି ମୋହର ଲାଗିଲା ପ୍ଲାନ କିପରି ପାଇବା ଆଶାରେ ପୁରୀ ମୁନିସିପାଲିଟି ତେଣୁ ଅତିଶ୍ରୀଘ୍ର ଦେବାକୁ ଅନୁରୋଧ କରା ଯାଇଛି। ତେଣୁ ଜିଲ୍ଳା ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାକୁ ଅନୁରୋଧ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.5 ° C
    23.5 °
    23.5 °
    94 %
    0.5kmh
    100 %
    Mon
    24 °
    Tue
    27 °
    Wed
    27 °
    Thu
    24 °
    Fri
    28 °

    ସମ୍ବନ୍ଧିତ