Monday, April 20, 2026
32.7 C
Odisha

    ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ପୁରୀ : ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ। ହୃଦଘାତ ହେବାରୁ ଶ୍ରୀମନ୍ଦିର ଭିତରେ ମୃତ୍ୟୁ ହୋଇଛି ଜଣେ ଭକ୍ତଙ୍କର । ଶ୍ରୀମନ୍ଦିରରେ ଥିବା ବିଶ୍ଵନାଥ ମନ୍ଦିର ଆଗରେ ଜଣେ ଭକ୍ତ ପ୍ରଣାମ କରିବା ବେଳେ ହଠାତ୍ ପଡିଯାଇଥିଲେ। ତୁରନ୍ତ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ପରିଚୟ ମିଳିପାରିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    32.7 ° C
    32.7 °
    32.7 °
    33 %
    4.9kmh
    79 %
    Mon
    33 °
    Tue
    43 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ