Sunday, October 4, 2026
28.6 C
Odisha

    ଘରୁ ବାହାରି ଭୋଟ୍ ଦେବା ଲାଗି ନିବେଦନ କଲେ ସ୍କୁଲ ଛାତ୍ରଛାତ୍ରୀ

    ଆଗକୁ ପଢନ୍ତୁ

    ମାଲକାନଗିରିରେ ଭୋଟରଙ୍କୁ ସଚେତନ କରୁଛନ୍ତି ଛାତ୍ରଛାତ୍ରୀ । କୋୟା ଆଦିବାସୀ ଭାଷାରେ ସଚେତନ କରୁଛନ୍ତି ଜଗନ୍ନାଥପାଲି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ । ଏହି ଅବସରରେ ମେ ୧୩ ରେ ଘରୁ ବାହାରି ଭୋଟ୍ ଦେବା ଲାଗି ନିବେଦନ କରିଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ନିର୍ବାଚନରେ ପ୍ରତିଟି ଭୋଟର ମୂଲ୍ୟ ରହିଛି । ପ୍ରତି ୫ ବର୍ଷରେ ନେତା ବାଛିବାକୁ ସୁଯୋଗ ରହିଛି । ଏପରି ସ୍ଥିତିରେ ଦେଶର ସଚେତନ ନାଗରିକ ହିସାବରେ ଘରୁ ବାହାରି ଭୋଟ୍ ଦେବାକୁ ଅପିଲ କରିଛନ୍ତି ଜଗନ୍ନାଥପାଲି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ