Tuesday, October 6, 2026
28.6 C
Odisha

    ଶିମିଳିପାଳରେ ବିରଳ ଦୃଶ୍ୟ, ଏକାଠି ବୁଲୁଛନ୍ତି ଦୁଇ ପ୍ରଜାତିର ବାଘ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଶିମିଳିପାଳରୁ ଆସିଲା ବିରଳ ଦୃଶ୍ୟ। ପାଖାପାଖି ଚାଲୁଛନ୍ତି ଦୁଇ ପ୍ରଜାତିର ବାଘ। ଗୋଟେ ସାଧାରଣ ବାଘ ଓ ଅନ୍ୟଟି କଳାବାଘ। ଉଭୟ ପାଖାପାଖି ଥିବାର ଫଟୋ ସାମ୍ନାକୁ ଆସିଛି । ସାଧାରଣରେ ଏହି କଳାବାଘ ଓ ମହାବଳ ଏକାଠି ରୁହନ୍ତି ନାହିଁ। ତେଣୁ ଏହାକୁ ବିରଳ ଚିତ୍ର ବୋଲି କୁହାଯାଉଛି । ଶିମିଳିପାଳରେ ଟ୍ରାପ କ୍ୟାମେରା ଲାଗିଛି । ଯେଉଁଥିରୁ ଏହି ଦୁଇ ବାଘ ପାଖାପାଖି ଚାଲୁଥିବା ଦେଖିବାକୁ ମିଳିଥିବା ପିସିସିଏଫ ସୁଶାନ୍ତ ନନ୍ଦ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    75 %
    0.8kmh
    1 %
    Tue
    25 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ