Monday, October 5, 2026
31.3 C
Odisha

    ସରକାରୀ ବାସଭବନରୁ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ସନ୍ଦେହ ଜନକ ଭାବେ ଯନ୍ତ୍ରୀଙ୍କ ମୃତ୍ୟୁ । ବସ୍ତା ବାଲିଆପାଳ ବ୍ଲକ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ସଂଜୟ ନାୟକଙ୍କ ମୃତଦେହ ସରକାରୀ ବାସଭବନରୁ ଉଦ୍ଧାର ହୋଇଛି । ଆଜି ସକାଳେ ପ୍ରଥମେ ତାଙ୍କ କର୍ମଚାରୀମାନେ ଯନ୍ତ୍ରୀଙ୍କୁ ତଳେ ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ସାଙ୍ଗେ ସାଙ୍ଗେ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର କିନ୍ତୁ ଯନ୍ତ୍ରୀଙ୍କର ମତ୍ୟୁ ହୋଇଥିବା କହିଛନ୍ତି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେଣୁ ବାଲିଆପାଳ ପୋଲିସ ଏବେ ତାଙ୍କ ସରକାରୀ ବାସଭବନରେ ପହଞ୍ଚି ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.3 ° C
    31.3 °
    31.3 °
    48 %
    2.7kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ