Wednesday, September 25, 2024
24.7 C
Odisha

    ବଜେଟ ପାଇଁ ସରିଲା ବୈଠକ ,ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଲୋକଙ୍କ ଆଶା ପୂରଣ ନେଇ ଉଦ୍ୟମ ଜାରି ରହିଛି

    ଆଗକୁ ପଢନ୍ତୁ

    ଶେଷ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ । ପ୍ରାକ ବଜେଟ ଶେଷ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟ । କହିଲେ ସାଧାରଣ ଜନତାଙ୍କ ମତାମତକୁ ଆଖିରେ ରଖି ଏହି ବଜେଟ କରାଯାଇଛି । ୨୦୨୪ ଆର୍ଥିକ ବଜେଟ ଆଗାମୀ ୨୫ ତାରିଖରେ ବିଧାନସଭାରେ ଉପସ୍ଥାପିତ କରାଯିବ । ଆମର ବଜେଟ ବାସ୍ତବିକ ଲୋକଙ୍କର ବଜେଟ ହୋଇ ଉପସ୍ଥାପନ ହୋଇପାରିବ । ସମସ୍ତଙ୍କର ଆଶାକୁ ପ୍ରତିଫଳିତ କରିପାରିବ ସେଥିପାଇଁ ଏ ଉଦ୍ୟମ ଜାରି ରହିଛି । ଏଥିପାଇଁ ଅନଲାଇନ ମାଧ୍ୟମରେ ମଧ୍ୟ ମତାମତ ଲୋଡାଯାଇଛି । ମତାମତ ଲୋଡିବା ପରେ ,ସମସ୍ତେ ଅତି ସୁଖଦ ଭାବରେ ମତାମତ ଆସିଛି ଲୋକ ଏଥିରେ ୧୨ ହଜାରରୁ ଅଧିକ ଲୋକ ମତାମତ ଦେଇଛନ୍ତି ।
    ଯାହା ପୁବ ବର୍ଷ ତୁଳନାରେ ୬ଗୁଣ ଅଧିକ ରହିଛି ।ଲୋକଙ୍କ ଏପରି ବ୍ୟାପକ ଅଂଶଗ୍ରହଣ ଆମ ପାଇଁ ଉତ୍ସାହଜନକ ରହିଛି ।ଆଜି ମଧ୍ୟ ଏହି ପ୍ରି ବଜେଟରେ ପାଖାପାଖି ପ୍ରାୟ ୨୧୫୦ରୁ ଅଧିକ ଲୋକେ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ସମାଜରେ ବିଭିନ୍ନ ବର୍ଗର ଲୋକ ଉପସ୍ଥିତ ରହିଥିଲେ । ଯେଉଁମାନେ ଓଡିଶାର ଅନେକ ଭବିଷ୍ୟତ କଥା ଚିନ୍ତା କରନ୍ତି । ମତାମତ ଦେବା ପରେ ସେମାନଙ୍କ ମଧ୍ୟରେ ୨୬ଜଣ ତାଙ୍କର ଅତି ମୁଲ୍ୟବାନ ମତାମତ ଦେବା ସହ ଲିଖିତ ଆକାରରେ ମତାମତ ଦେଇଛନ୍ତି । ସେମାନଙ୍କର ମତାମତକୁ ଆଉ ପ୍ରସ୍ତାବକୁ ମଧ୍ୟ ଆମ ବିଭାଗ ତରଫରୁ ଲିପିବଦ୍ଧ କରାଯାଇଛି । ସେ ମତାମତକୁ ବିଚାର କରି ଆମେ ଆଗାମୀ ବଜେଟ ଦିନରେ ଉପସ୍ଥାପନ କରିବୁ । ଆଗାମୀ ଦିନରେ ଓଡିଶାକୁ ନୁଆ ଓଡିଶା ଗଠନ କରିବାରେ ସହାୟକ ହେବ । ବହୁ ପରିମାଣରେ ମତ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.7 ° C
    24.7 °
    24.7 °
    97 %
    1.9kmh
    100 %
    Wed
    24 °
    Thu
    26 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ