Saturday, October 3, 2026
30.8 C
Odisha

    ସ୍ବପ୍ନରେ ଦୁର୍ଘଟଣାର ଦୃଶ୍ୟ ଦେଖୁଛନ୍ତି କି ! ତେବେ ଜାଣନ୍ତୁ ଏହା କେଉଁ ସଙ୍କେତ

    ଆଗକୁ ପଢନ୍ତୁ

    ଏପରି ଅନେକ ସ୍ବପ୍ନ ରହିଛି, ଯାହା ଆମକୁ ଭବିଷ୍ୟତ ପାଇଁ ଭଲ କି ଖରାପ ସଙ୍କେତ ଦେଇଥାଏ। ତେବେ ଜଣେ ବ୍ୟକ୍ତି ସ୍ବପ୍ନରେ ଦୁର୍ଘଟଣା ଦେଖୁଥିଲେ, ଏହାର ଅର୍ଥ କ’ଣ ଏବଂ ଏହା କେଉଁ ସଙ୍କେତ ଦେଇଥାଏ ଜାଣି ରଖନ୍ତୁ। ଯଦି ସ୍ବପ୍ନରେ ଟ୍ରେନ୍‌ ଦୁର୍ଘଟଣା ଦେଖାଯାଏ, ଭବିଷ୍ୟତରେ କୌଣସି ପ୍ରକାର ବଡ଼ ଧରଣର କ୍ଷତିର ସମ୍ମୁଖୀନ ହେବାର ସମ୍ଭାବନାକୁ ଏହା ସୂଚାଇଥାଏ।
    ସ୍ବପ୍ନରେ ବାଇକ୍‌ ଦୁର୍ଘଟଣା ଦେଖିଲେ, ଏହା ଭବିଷ୍ୟତରେ କଳିଝଗଡ଼ା କିମ୍ବା କୌଣସି ଘଟଣାରେ ଫସିବାର ସଙ୍କେତ ଦେଇଥାଏ।
    ସ୍ବପ୍ନରେ କାର୍‌ ଦୁର୍ଘଟଣା ଦେଖିବାର ଅର୍ଥ ହେଉଛି ନିକଟ ଭବିଷ୍ୟରେ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବାର ଆଶଙ୍କା ଅଧିକ ରହିଥାଏ।
    ଯଦି ସ୍ବପ୍ନରେ ଅନ୍ୟ କାହାର ଦୁର୍ଘଟଣା ହେଉଥିବା ଦେଖୁଛନ୍ତି, ଏହା ଅଶୁଭର ସଙ୍କେତ ଦିଏ। ତେଣୁ ଏହି ସମୟରେ ନୂତନ କାମ କରିବାକୁ ଯୋଜନା କରିଥିଲେ କିମ୍ବା କୌଣସି ଶୁଭ କାମ କରିବା ଅନୁଚିତ।
    ସ୍ବପ୍ନରେ ଯଦି କୌଣସି ବ୍ୟକ୍ତି ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଦେଖୁଛନ୍ତି, ଏହା ଭବିଷ୍ୟତରେ ଆପଣଙ୍କ ଉପରେ ସମସ୍ୟା ବା ବିପଦ ଆସିବାର ସଙ୍କେତ ଦେଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ