Sunday, September 27, 2026
27.3 C
Odisha

    ନକ୍ସଲ ଡାକ୍ତର ଟିମ୍‌ର ମହିଳା କମାଣ୍ଡର ଗିରଫ

    ଆଗକୁ ପଢନ୍ତୁ

    ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ମିଳିଛି ବଡ ସଫଳତା। ପୁଲିସର ସର୍ଚ୍ଚ ଅପରେସନ ବେଳେ ନକ୍ସଲ ସଂଗଠନର ଡାକ୍ତର ଟିମର ମହିଳା କମାଣ୍ଡର ବାରସେ ମୁୟେକୁ ପୁଲିସ ଗିରଫ କରିଛି। ବାରସେ ମୁୟେ ସଂଗଠନରେ ଦୀର୍ଘ ଦିନ ଧରି ଡାକ୍ତରୀ ସେବା ଦେଉଥିଲେ। ଏସିଏମ ପଦବିରେ ସେ ପଦସ୍ଥ ଥିଲେ।ସରକାର ମୁୟେ ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ମୁୟେ ଧରାପଡିବା ପରେ ନକ୍ସଲ ସଂଗଠନରେ ଚାଲିଥିବା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଇଛି। ମୁୟେର ଗିରଫ ସଂଗଠନକୁ ଶକ୍ତ ଧକ୍କା ଲାଗିଛି। ପୁଲିସ ମୁୟେକୁ ଧରି ପଚରାଉଚରା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.3 ° C
    27.3 °
    27.3 °
    75 %
    2kmh
    51 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ