Thursday, April 23, 2026
29.9 C
Odisha

    ଆରପାରିରେ ପରମାଣୁ ବୈଜ୍ଞାନିକ ଆର. ଚିଦାମ୍ବରମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :୮୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ବିଶିଷ୍ଟ ପରମାଣୁ ବିଜ୍ଞାନୀ ଆର. ଚିଦାମ୍ବରମ। ପୋଖରାନ ପରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ଆର. ଚିଦାମ୍ବରମ। ଭାରତ ସରକାରଙ୍କ ବୈଷୟିକ ପରାମର୍ଶଦାତା ସହ ସେ ଅବଦୁଲ କଲାମଙ୍କ ଘନିଷ୍ଠ ସହଯୋଗୀ ଥିଲେ।

    ଏହା ବ୍ୟତୀତ ସେ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ସ୍ମାଇଲିଂ ବୁଦ୍ଧ, ଅପରେସନ ଶକ୍ତିରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।୧୯୭୫ରେ ପଦ୍ମଶ୍ରୀ ଏବଂ ୧୯୯୯ରେ ପଦ୍ମବିଭୂଷଣରେ ସମ୍ମାନିତ ହୋଇଥିଲେ ଆର. ଚିଦାମ୍ବରମ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.9 ° C
    29.9 °
    29.9 °
    16 %
    1kmh
    80 %
    Thu
    41 °
    Fri
    43 °
    Sat
    43 °
    Sun
    43 °
    Mon
    45 °

    ସମ୍ବନ୍ଧିତ