Sunday, May 31, 2026
35.2 C
Odisha

    କାନ୍ଦିକାନ୍ଦି ଭିଡିଓ ସେୟାର କଲେ ସୀମାଙ୍କ ପାକିସ୍ତାନୀ ସ୍ବାମୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନର ଆକ୍ରମଣାତ୍ମକ ମନୋଭାବ ଦେଖିବାକୁ ମିଳିଥିଲା। ପାକିସ୍ତାନ ଅନେକଥର ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ଚେଷ୍ଟା କରିଛି। ଭାରତ ମଧ୍ୟ ପାକିସ୍ତାନକୁ ପ୍ରତିଟି ଆକ୍ରମଣର କଡ଼ା ଜବାବ ଦେଇଛି। ଏଭଳି ସମୟରେ ସୀମା ହାଇଦରଙ୍କ ପୂର୍ବତନ ସ୍ୱାମୀ ଗୁଲାମ ହାଇଦରଙ୍କ ପକ୍ଷରୁ ଏକ ବିବୃତ୍ତି ଆସିଛି। ସୀମାଙ୍କ ଚାରିଜଣ ସନ୍ତାନ ଅଛନ୍ତି। ଯାହାଙ୍କ ଜୀବନ ପ୍ରତି ବିପଦ ରହିଛି। ଖରର ମିଳିଛି କି ସୀମାଙ୍କ ମୃତ୍ୟୁ ହୋଇଯାଇଛି। ଏଭଳି ପରିସ୍ଥିତିରେ ଆମ ଅବସ୍ଥା କ’ଣ ହେଉଥିବ କେବେ କିଏ ଚିନ୍ତା କରିଛ। ସୁପ୍ରିମକୋର୍ଟ ବି କହିସାରିଛନ୍ତି ସୀମା ଭାରତରେ ରହି ପାରିବେ ନାହିଁ। ସୀମା ଭାରତରେ ରହିବା ପଛରେ କାହାର ହାତ ରହିଛି ମୁଁ ତାହା ଜାଣିବାକୁ ଚାହୁଁଛି।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    35.2 ° C
    35.2 °
    35.2 °
    41 %
    1.9kmh
    56 %
    Sun
    37 °
    Mon
    40 °
    Tue
    41 °
    Wed
    43 °
    Thu
    44 °

    ସମ୍ବନ୍ଧିତ