Saturday, March 14, 2026
28.9 C
Odisha

    କୁହୁଡ଼ି ହେଲା କାଳ, ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ କାର ଭାଙ୍ଗି ଚୁରମାର

    ଆଗକୁ ପଢନ୍ତୁ

    ଜଳେଶ୍ବର  : କୁହୁଡ଼ି ହେଲା କାଳ ।  ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର NHର କୁଣ୍ତପୁର ଛକରେ ଭୟଙ୍କର ଦୁର୍ଘଟଣା ଘଟିଛି ।  ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ କାର ଭାଙ୍ଗି ଚୁରମାର ହୋଇଯାଇଛି।  କାର ଭିତରେ ଥିବା ଦୁଇ ଜଣ ଯାତ୍ରୀ ଗୁରୁତର ଅଛନ୍ତି ।

    ଜାତୀୟ ରାଜପଥ ପାଟ୍ରୋଲିଂ ପୋଲିସ ଏବଂ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରିଛନ୍ତି ।  କାରଟି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।  ବସ୍ତା ଥାନା ପୋଲିସ ଗାଡି ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    23 %
    2.9kmh
    0 %
    Sat
    31 °
    Sun
    38 °
    Mon
    37 °
    Tue
    38 °
    Wed
    38 °

    ସମ୍ବନ୍ଧିତ