Monday, April 13, 2026
36.6 C
Odisha

    ଗାଲରେ ଡ଼ିମ୍ପଲ୍ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ

    ଆଗକୁ ପଢନ୍ତୁ

    ଗାଲରେ ଡ଼ିମ୍ପଲ ଥିବା ହସ କାହାକୁ ବା ନାପସନ୍ଦ। ଗାଲରେ ଡ଼ିମ୍ପଲ ହେବା ଦ୍ବାରା ବ୍ୟକ୍ତିଙ୍କ ସୁନ୍ଦରତା ଦ୍ବିଗୁଣିତ ହୋଇଥାଏ। ଖାସ କରି ମହିଳା ମାନେ ସେମାନେ ଡ଼ିମ୍ପଲ ବା ଭମର ପାଇବା ପାଇଁ ବିଭିନ୍ନ ପ୍ରକାରର ଅସ୍ତ୍ରପ୍ରଚାର ମଧ୍ୟ କରାଇଥାନ୍ତି। ସୁନ୍ଦର ଦେଖାଯିବା ପାଇଁ କରାଇଥିବା ଏହି ଅସ୍ତ୍ରପ୍ରଚାରର କିନ୍ତୁ ବେଳେବେଳେ ଖରାପ ପରିଣତିରେ ପାଲଟିଥାଏ। ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଭାବେ ଡ଼ିମ୍ପଲ ପାଇବାର ସହଜ ଉପାୟ ବତାଇବାକୁ ଯାଉଛୁ।

    –  ଦୈନିକ ୧୫ ମିନିଟ ଗାଲର ବ୍ୟାୟାମ କରନ୍ତୁ। ଏଥିପାଇଁ ଗାଲକୁ ଭିତର ପାଖକୁ ଟାଣି ପୂରାଇ ଓଠକୁ ବାହାର କରନ୍ତୁ। ଏହା କରିବା ଦ୍ବାରା ଗାଲରେ ଧିରେ ଧିରେ ଡ଼ିମ୍ପଲ ପଡ଼ିବା ଆରମ୍ଭ ହୋଇଯିବ।

    –  ଆଙ୍ଗୁଠିରେ ଗାଲରେ ଧିରେ ଧିରେ ବ୍ୟାୟାମ କରନ୍ତୁ। ଏହି ପ୍ରକ୍ରିୟାକୁ ଦିନକୁ ପ୍ରାୟ ୮-୧୦ ଥର କରନ୍ତୁ। ଦେଖିବେ ଗାଲରେ ଡ଼ିମ୍ପଲ ପଡ଼ିବା ଆରମ୍ଭ ହୋଇଯିବ।

    –  ମନ ଖୋଲି ସବୁବେଳେ ହସିବାକୁ ଚେଷ୍ଠା କରନ୍ତୁ । ଗାଲରେ ଆଙ୍ଗୁଠିର ପ୍ରଭାବ ପକାଇ ଯୋରରେ ମନ ଖୋଲି ହସନ୍ତୁ। ଏହା ଦ୍ବରା ମାଂସପେଶୀର ବ୍ୟାୟାମ ହୋଇ ଗାଲରେ ଭମର ବା ଡ଼ିମ୍ପଲ ପଡ଼ିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.6 ° C
    36.6 °
    36.6 °
    20 %
    2.2kmh
    0 %
    Mon
    41 °
    Tue
    42 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ