Thursday, April 16, 2026
29.3 C
Odisha

    ଜମ୍ମୁ-କଶ୍ମୀର ନିର୍ବାଚନ ପୂର୍ବରୁ ରାହୁଲ ରଖିଲେ ଏହି ସର୍ତ୍ତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ମିଳିତ ମେଣ୍ଟ ତଥା ଜାତୀୟ ସମ୍ମିଳନୀକୁ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗରରେ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ରାହୁଲ ଏକ ସର୍ତ୍ତ ରଖି କହିଛନ୍ତି, ‘କଂଗ୍ରେସ ମେଣ୍ଟ ଗଠନ କରିବ ସତ କିନ୍ତୁ ଏହାର କାର୍ଯ୍ୟକର୍ତ୍ତାଙ୍କ ସମ୍ମାନର ମୂଲ୍ୟରେ ନୁହେଁ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଦୁଇ ଦିନିଆ ଗସ୍ତରେ ଯାଇ ଜମ୍ମୁ-କଶ୍ମୀରରେ ଅଛନ୍ତି। ଅନୁମାନ କରାଯାଉଛି ଯେ, ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ନେତା ଖୁବ୍‌ଶୀଘ୍ର ଜାତୀୟ ସମ୍ମିଳନୀ ସହିତ ପ୍ରି-ପୋଲ୍‌ ମେଣ୍ଟ ଶେଷ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.3 ° C
    29.3 °
    29.3 °
    53 %
    2.6kmh
    13 %
    Thu
    30 °
    Fri
    42 °
    Sat
    43 °
    Sun
    44 °
    Mon
    43 °

    ସମ୍ବନ୍ଧିତ