Friday, May 9, 2025
40.1 C
Odisha

    ନନ୍ଦନକାନନରେ ସିଂହୀ ରେୱା ମୃତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ସୋମବାର ସିଂହୀ ରେୱାର ମୃତ୍ୟୁ ଘଟିଛି । ଗତ ୨୫ ତାରିଖରେ ରେୱା ୩ୟ ଥର ମାଆ ହୋଇଥିଲା । ଅସୁସ୍ଥତା କାରଣରୁ ୮ ବର୍ଷ ବୟସରେ ରେୱାର ମୃତ୍ୟୁ ହୋଇଛି । ରେୱାର ମୃତ୍ୟୁ ପରେ ନନ୍ଦନକାନନରେ ସିଂହୀ ସଂଖ୍ୟା ୨୩କୁ ହ୍ରାସ ପାଇଛି । ମଧ୍ୟପ୍ରଦେଶରୁ ଏହି ଏସୀୟ ସିଂହୀ ରେୱା ଆସିଥିଲା । ୩ୟ ଥର ମାଆ ହେବା ସହ ୩ଟି ଛୁଆକୁ ଜନ୍ମ ଦେଇଥିଲା ରେୱା । ୨୦୨୦ ଡିସେମ୍ବରରେ ରେୱାକୁ ମଧ୍ୟପ୍ରଦେଶରୁ ନନ୍ଦନକାନନକୁ ଅଣାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.1 ° C
    40.1 °
    40.1 °
    17 %
    2.7kmh
    34 %
    Fri
    40 °
    Sat
    40 °
    Sun
    44 °
    Mon
    41 °
    Tue
    42 °

    ସମ୍ବନ୍ଧିତ