Friday, April 17, 2026
42.1 C
Odisha

    ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲା : ୨ ଗିରଫ

    ଆଗକୁ ପଢନ୍ତୁ

    ନବରଙ୍ଗପୁର : ନବରଙ୍ଗପୁରରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ୨ ଗିରଫ । ସେମାନଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଦୁଇ ଅଭିଯୁକ୍ତ ହେଲେ ଅଲେଖ ମାଝୀ ଏବଂ ପରମାନନ୍ଦ ଦିଶାରୀ । ପୀଡ଼ିତାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ସ୍ବୀକାର କରିଛନ୍ତି ଅଭିଯୁକ୍ତ । ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଦକ୍ଷିଣାଞ୍ଚଳ ଡିଆଇଜି ଚରଣ ସିଂ ମିନା ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.1 ° C
    42.1 °
    42.1 °
    12 %
    4kmh
    0 %
    Fri
    43 °
    Sat
    43 °
    Sun
    44 °
    Mon
    44 °
    Tue
    43 °

    ସମ୍ବନ୍ଧିତ