Friday, April 17, 2026
37.6 C
Odisha

    ପରବ ମଞ୍ଚରେ ନାଚିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଜିଲ୍ଲାପାଳ କଲେ ସମ୍ବର୍ଦ୍ଧିତ

    ଆଗକୁ ପଢନ୍ତୁ

    ଜୟପୁର : ପରବ ମଞ୍ଚରେ ନାଚିଲେ ଯୋଗାଣ ମନ୍ତ୍ରୀ । ପରବ ତୃତୀୟ ସନ୍ଧ୍ୟାକୁ ବେଶ ଉପଭୋଗ କରିଥିଲେ ଦର୍ଶକ । ସଙ୍ଗୀତର ତାଳେ ତାଳେ ନିଜକୁ ହଜାଇ ଦେଇଥିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତାଙ୍କ ସହ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ଓ ଜିଲ୍ଲାପାଳ ମନୋଜ ମହାଜନ ମଧ୍ୟ ଝୁମିଥିଲେ । ପରେ ମନ୍ତ୍ରୀଙ୍କୁ ପରବ ଫଳକ ଓ କୋରାପୁଟ କଫି ଦେଇ ସମ୍ବର୍ଦ୍ଧିତ କରିଥିଲେ ଜିଲ୍ଲାପାଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.6 ° C
    37.6 °
    37.6 °
    21 %
    2.1kmh
    0 %
    Fri
    42 °
    Sat
    43 °
    Sun
    43 °
    Mon
    44 °
    Tue
    43 °

    ସମ୍ବନ୍ଧିତ