Sunday, April 19, 2026
30.4 C
Odisha

    ପାଣି ଭାବି ପରିସ୍ରା ପିଇଦେଲେ ଯନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆର୍‌.ଉଦୟଗିରି RWSS ଯନ୍ତ୍ରୀଙ୍କୁ ବୋତଲରେ ପାଣି ବଦଳରେ ପରିସ୍ରା ଦେଇଛନ୍ତି ଜଣେ କର୍ମଚାରୀ। ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲାରେ। ଗତ ୨୨ ତାରିଖରେ ଆର.ଉଦୟଗିରି RWSS କାର୍ଯ୍ୟାଳୟରେ ଯୋଗଦେଇଥିଲେ ଯନ୍ତ୍ରୀ ସଚିନ ଗୌଡ଼। ୨୩ରେ ଯନ୍ତ୍ରୀ ଜଣକ ନିଜ ସରକାରୀ ବାସଭବନରେ ଖାଇ ସାରିବା ପରେ ବୋତଲରେ ଥିବା ପାଣି ଭାବି ପିଇଥିଲେ। ତେବେ ପିଇବା ପରେ ସେ ତାହା ପରୀକ୍ଷା କରି କଣିବାକୁ ପାଇଲେ ପରିସ୍ରା ବୋଲି। ଏହା ପରେ ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ଏନେଇ ଆର୍‌.ଉଦୟଗିରି ଥାନାରେ ଅଭିଯୋଗ କରିଛନ୍ତି ଯନ୍ତ୍ରୀ ସଚିନ ଗୌଡ଼। ତେବେ ଏତଲା ପାଇବା ପରେ ପୋଲିସ ଏବେ ତଦନ୍ତ ଚଳାଇଛି । ଏବେ ଏହି ଘଟଣା ସାରା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.4 ° C
    30.4 °
    30.4 °
    46 %
    2.5kmh
    38 %
    Sun
    31 °
    Mon
    43 °
    Tue
    43 °
    Wed
    43 °
    Thu
    44 °

    ସମ୍ବନ୍ଧିତ