Thursday, April 2, 2026
38.5 C
Odisha

    ପୁଣି ଅସୁସ୍ଥ ଅମିତାଭ

    ଆଗକୁ ପଢନ୍ତୁ

    ମୁମ୍ବାଇ:;ପୁଣି ଅସୁସ୍ଥ ବିଗ୍ ବି । ହଠାତ ବିଗିଡିଗଲା ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟ । ଏଥିପାଇଁ ଯୋଗୁଁ ତାଙ୍କୁ ସକାଳେ ମୁମ୍ୱାଇର କୋକିଲାବେନ୍ ହସ୍ପିଟାଲେ ଭର୍ତ୍ତି କରାଯାଇଛି ।
    ଅମିତାଭଙ୍କ ଗୋଡରେ ଏଞ୍ଚିଓପ୍ଲାଷ୍ଟି କରାଯାଇଛି । ସାଧାରଣତଃ ଏଞ୍ଚିଓପ୍ଲାଷ୍ଟି ହୃତପିଣ୍ଡରେ ଜମିରହିଥିବା ରକ୍ତକୁ ବିନା ଅସ୍ତ୍ରୋପଚାରରେ ବାହାର କରିବା ପାଇଁ ବ୍ୟବହାର କରାଯାଏ । କିନ୍ତୁ ଏଠାରେ ଅମିତାଭଙ୍କ ଗୋଡେ ଥବା ଜମିରହିଥିବା ରକ୍ତ ବାହାର କରିବା ପାଇଁ ସର୍ଜରୀ କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନେଇ କୌଣସି ସୂଚନା ମିଳିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.5 ° C
    38.5 °
    38.5 °
    17 %
    3.1kmh
    51 %
    Thu
    38 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ