Friday, May 3, 2024
28.9 C
Odisha

    ପୁଣି ଅସୁସ୍ଥ ଅମିତାଭ

    ଆଗକୁ ପଢନ୍ତୁ

    ମୁମ୍ବାଇ:;ପୁଣି ଅସୁସ୍ଥ ବିଗ୍ ବି । ହଠାତ ବିଗିଡିଗଲା ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟ । ଏଥିପାଇଁ ଯୋଗୁଁ ତାଙ୍କୁ ସକାଳେ ମୁମ୍ୱାଇର କୋକିଲାବେନ୍ ହସ୍ପିଟାଲେ ଭର୍ତ୍ତି କରାଯାଇଛି ।
    ଅମିତାଭଙ୍କ ଗୋଡରେ ଏଞ୍ଚିଓପ୍ଲାଷ୍ଟି କରାଯାଇଛି । ସାଧାରଣତଃ ଏଞ୍ଚିଓପ୍ଲାଷ୍ଟି ହୃତପିଣ୍ଡରେ ଜମିରହିଥିବା ରକ୍ତକୁ ବିନା ଅସ୍ତ୍ରୋପଚାରରେ ବାହାର କରିବା ପାଇଁ ବ୍ୟବହାର କରାଯାଏ । କିନ୍ତୁ ଏଠାରେ ଅମିତାଭଙ୍କ ଗୋଡେ ଥବା ଜମିରହିଥିବା ରକ୍ତ ବାହାର କରିବା ପାଇଁ ସର୍ଜରୀ କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନେଇ କୌଣସି ସୂଚନା ମିଳିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    17 %
    2.1kmh
    0 %
    Fri
    29 °
    Sat
    42 °
    Sun
    44 °
    Mon
    44 °
    Tue
    40 °

    ସମ୍ବନ୍ଧିତ