Saturday, July 11, 2026
28.8 C
Odisha

    ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରାର୍ଥିନୀ ଇରାନୀ ରାୟ

    ଆଗକୁ ପଢନ୍ତୁ

    ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରାର୍ଥିନୀ ଇରାନୀ ରାୟ । ଦଳର କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ଦଳର ରାଜ୍ଯ ସଭାପତି ମନମୋହନ ସାମଲଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ଇରାନୀଙ୍କ ସହ ତାଙ୍କ ସ୍ବାମୀ ତଥା ବିଜେପି ନେତା ଲାଲାମନୋଜ ରାୟ ମଧ୍ଯ ବିଜେପିରୁ ଇସ୍ତଫା ଦେଇଛନ୍ତି । ଇରାନୀଙ୍କ ଅଭିଯୋଗ ଅନୁସାରେ ଗତ ୮ରୁ ୯ମାସ ଧରି ତାଙ୍କୁ ଦଳରେ ଅଣଦେଖା କରାଯାଉଥିଲା । ତାଙ୍କ ସ୍ବାମୀ ଲାଲାମନୋଜ ରାୟଙ୍କୁ ମଧ୍ଯ ଦଳୀୟ ନେତୃତ୍ବ ଅଣଦେଖା କରିବା ସହ ବିନା ଆଲୋଚନା ଜିଲ୍ଲା ବିଜେପି ସଭାପତି ପଦରୁ ହଟାଇଦେଇଥିଲେ । ଇରାନୀ ୨୦୧୯ ମସିହାରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଲଢେଇ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.8 ° C
    28.8 °
    28.8 °
    68 %
    3.4kmh
    100 %
    Sat
    30 °
    Sun
    26 °
    Mon
    25 °
    Tue
    26 °
    Wed
    24 °

    ସମ୍ବନ୍ଧିତ