Friday, May 1, 2026
27 C
Odisha

    ପୁଣି ବିଜେଡିର ବଡ଼ ଆକ୍ସନ; ମୁକ୍ତିକାନ୍ତ ମଣ୍ତଳ ଓ ମଞ୍ଜୁଲତା ମଣ୍ତଳ ନିଲମ୍ବିତ

    ଆଗକୁ ପଢନ୍ତୁ

    ବିଜେଡିର ପୁଣି ବଡ଼ ଆକ୍ସନ । ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେଲେ ମୁକ୍ତିକାନ୍ତ ମଣ୍ତଳ ଓ ମଞ୍ଜୁଲତା ମଣ୍ତଳ । ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ନିଲମ୍ବିତ ହୋଇଛନ୍ତି । ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ସସ୍‌ପେଣ୍ଡ୍‌ କରାଯାଇଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27 ° C
    27 °
    27 °
    67 %
    3kmh
    61 %
    Fri
    27 °
    Sat
    41 °
    Sun
    42 °
    Mon
    40 °
    Tue
    36 °

    ସମ୍ବନ୍ଧିତ