Thursday, May 14, 2026
31.5 C
Odisha

    ବିମାନରେ ସିଗାରେଟ୍‌ ଟାଣି ଗିରଫ

    ଆଗକୁ ପଢନ୍ତୁ

    ଓମାନର ମସ୍କଟରୁ ମୁମ୍ବାଇ ଯାତ୍ରା କରୁଥିବା ଏକ ଭିସ୍ତାରା ବିମାନର ଓ୍ବାଶ୍‌ରୁମରେ ସିଗାରେଟ ଟାଣୁଥିବାରୁ ତାମିଲନାଡ଼ୁ କନ୍ୟାକୁମାରୀର ବାଳକୃଷ୍ଣ ରାଜାୟନ (୫୧)ଙ୍କୁ ଗିରଫ କରାଯାଇଛି। ପାଇଲଟ ସ୍ମୋକ୍‌ ଡିଟେକ୍ଟରରେ ଏହା ଜାଣିପାରି ସାଥୀ କ୍ରିଉ ସଦସ୍ୟଙ୍କୁ ସତର୍କ କରାଇଥିଲେ। ପରେ କ୍ରିଉ ସଦସ୍ୟ ଓ୍ବାଶ୍‌ରୁମରୁ ସିଗାରେଟ୍‌ ଖଣ୍ଡ ପାଇଥିଲେ। ବିମାନଟି ମୁମ୍ବାଇରେ ଅବତରଣ କଲାପରେ ଏନେଇ ସୁରକ୍ଷା ପର୍ଯ୍ୟବେକ୍ଷକଙ୍କୁ କ୍ରିଉ ସଦସ୍ୟ ଜଣାଇଥିଲେ। ପଚରାଉଚରା ବେଳେ ରାଜାୟନ ଭୁଲ୍‌ ସ୍ବୀକାର କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.5 ° C
    31.5 °
    31.5 °
    52 %
    3.8kmh
    100 %
    Thu
    34 °
    Fri
    43 °
    Sat
    41 °
    Sun
    43 °
    Mon
    46 °

    ସମ୍ବନ୍ଧିତ