Friday, September 25, 2026
24.2 C
Odisha

    ବିଶେଷ ଭିଟାମିନ୍ ଅଭାବରୁ ପୁରୁଷଙ୍କଠାରେ SEX କରିବାର ଆଗ୍ରହ କମିଯାଏ, ସେମାନେ ହୋଇଯାନ୍ତି ନପୁଂଷକ

    ଆଗକୁ ପଢନ୍ତୁ

    ଇରେକ୍ଟାଇଲ ଡିସଫଙ୍କଶନ୍ ସମସ୍ୟା ଦେଇ ଆପଣ ଗତି କରୁଛନ୍ତି କି? ତେବେ ତୁରନ୍ତ ଆପଣ ଶରୀରରେ ଭିଟାମିନ୍ ଡି’ ଲେବୁଲ୍ ଚେକ୍ କରି ଦିଅନ୍ତୁ ।

    ଶରୀରରେ ଭିଟାମିନ ଡି’ କମିବା ଦ୍ୱାରା ହାଲିଆ ଲାଗିବା ସହ ହାଡ଼ରେ ଯନ୍ତ୍ରଣା, ମାଂସପେଶୀ ଦୁର୍ବଳ ହେବା ଏବଂ ମୁଡ୍ ସ୍ୱିଙ୍ଗ ଭଳି ସମସ୍ୟା ଦେଖିବାକୁ ମିଳେ।

    ନିକଟରେ କରାଯାଇଥିବା ଏକ ଷ୍ଟଡି ଅନୁସାରେ ପୁରୁଷଙ୍କ ଶରୀରରେ ପୋଷକ ତତ୍ତ୍ୱର ଅଭାବ କାରଣରୁୁ ସେକ୍ସ ପ୍ରତି ପୁରୁଷଙ୍କ ଆକର୍ଷଣ କମିଯାଏ ।ସେମାନଙ୍କଠାରେ ନପୁଂଷକର ଲକ୍ଷଣ ଦେଖିବାକୁ ମିଳେ । ତେବେ ଶରୀରରେ ଭିଟାମିନ ଡି’ କମିବା ଦ୍ୱାରା ଏ ପ୍ରକାର ସମସ୍ୟା ଦେଖିବାକୁ ମିଳେ ବୋଲି ଜଣାପଡ଼ିଛି । ଏହି ଭିଟାମିନ ଅଭାବ କାରଣରୁ ପୁରୁଷଙ୍କ ସେକ୍ସ ଲାଇଫ୍ ମଧ୍ୟ ପ୍ରଭାବିତ ହୋଇଥାଏ ।

    ଇରେକ୍ଟାଇଲ ଡିସଫଙ୍କଶନ୍ ଦ୍ୱାରା ପୁରୁଷମାନଙ୍କ ଯୌନକ୍ରିୟା ସନ୍ତୁଷ୍ଟିଜନକ ହୋଇ ନ ଥାଏ । ସେକ୍ସ କରିବା ସମୟରେ ସେମାନଙ୍କୁ କୌଣସି ଫିଲ୍ ଆସି ନ ଥାଏ, ଯେଉଁ କାରଣରୁ ସେମାନଙ୍କ ସେକ୍ସ ଲାଇଫ୍ ପ୍ରଭାବିତ ହୋଇଥାଏ ।

    ବ୍ଲଡ୍ ଫ୍ଲୋରେ ବ୍ୟତିକ୍ରମ, ନର୍ଭସ୍ ସିଷ୍ଟମ ଡ୍ୟାମେଜ ସାଇକୋଲୋଜିକାଲ ଷ୍ଟ୍ରେସ୍ କାରଣରୁ ଶରୀରରେ ଏ ପ୍ରକାର ସମସ୍ୟା ଦେଖାଯାଇଥାଏ । ଏହା କାରଣରୁ ହୃତପିଣ୍ଡ ଜନିତ ସମସ୍ୟା ଉପୁଜିଥାଏ ।

    ଇରେକ୍ଟାଇଲ ଡିସଫଙ୍କଶନ୍ ନେଇ ଉଭୟ ମଣିଷ ଓ ପଶୁଙ୍କଠାରେ ଏହାର ପରୀକ୍ଷା କରାଯାଇଛି । ଭିଟାମିନ୍ ଡି’ର ଅଭାବ କାରଣରୁ ଇରେକ୍ସନ ଟିସୁରେ ୪୦%ରୁ ଅଧିକ କୋଲେଜନ୍ ଜମିଯାଏ, ଏହାଦ୍ୱାରା ପ୍ରାଇଭେଟ୍ ପାର୍ଟର ସମ୍ବେଦନ କ୍ରିୟା କମିଯାଏ । ଏହାଛଡ଼ା ସେମାନଙ୍କ ଯୌନାଙ୍ଗରେ ବ୍ଲଡ୍ ଫ୍ଲୋ କମ ହୋଇଯାଏ ।

    ଏହି କାରଣ ଯୋଗୁ ସେକ୍ସ କରିବବା ପାଇଁ ସେମାନଙ୍କ ଆଗ୍ରହ କମିବା ସହ ଯୌନ କ୍ରିୟା ପ୍ରତି ସେମାନଙ୍କ ଆକର୍ଷଣ କମିଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.2 ° C
    24.2 °
    24.2 °
    96 %
    5.3kmh
    100 %
    Thu
    24 °
    Fri
    28 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ