Wednesday, May 20, 2026
30.3 C
Odisha

    ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀକୁ କଲା ଗୁଳି

    ଆଗକୁ ପଢନ୍ତୁ

    ବଲାଙ୍ଗିର : ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ। ସ୍ତ୍ରୀକୁ ଗୁଳି କଲା ମଦ୍ୟପ ସ୍ୱାମୀ। ସ୍ତ୍ରୀ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପାଟଣାଗଡ଼ ଥାନା ଚୁଲ୍ହାଦର୍ହ ଗ୍ରାମରେ ଘଟିଛି ଏହି ଅଘଟଣ। ଚୁଲ୍ହାଦର୍ହ ଗାଁର ପ୍ରହଲ୍ଲାଦ ମଲ୍ଲିକ ଚଢେଇ ମରା ବନ୍ଧୁକରେ ସ୍ତ୍ରୀଙ୍କ ଛାତିକୁ ଗୁଳି କରିଛି । ଉଭୟଙ୍କ ମଧ୍ୟରେ ବଚସାରୁ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପାଟଣାଗଡ଼ ପୋଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.3 ° C
    30.3 °
    30.3 °
    39 %
    1.4kmh
    20 %
    Tue
    30 °
    Wed
    45 °
    Thu
    45 °
    Fri
    45 °
    Sat
    45 °

    ସମ୍ବନ୍ଧିତ