Sunday, September 27, 2026
24.7 C
Odisha

    ଶୁଭଦ୍ରା ଉପଡେଟ; ଅଙ୍ଗନୱାଡି କର୍ମୀ, ଆଶା, ସିଆର୍‌ପି କରିପାରିବେ ଆବେଦନ

    ଆଗକୁ ପଢନ୍ତୁ

    ଜାପାନରେ ଶାନ୍‌ଶାନ୍‌ ବାତ୍ୟା ପ୍ରଭାବରେ ଗୁରୁବାର ରାତିରୁ ଲଗାଣ ବର୍ଷା ଓ ପବନ ଲାଗି ରହିଛି। ଫଳରେ କେତେକ ସ୍ଥାନରେ ଭୂସ୍ଖଳନ ଘଟି ବ୍ୟାପକ କ୍ଷୟକ୍ଷତି ହେବା ସହ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ଯୋଗୁ ପରିବହନ ଓ ଯାତାୟାତ ସେବା ପ୍ରଭାବିତ ହୋଇଥିବାବେଳେ ଦୋକାନବଜାର ବନ୍ଦ ରହିଛି। ବାତ୍ୟାଜନିତ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୯୯ ଜଣ ଆହତ ହୋଇଛନ୍ତି।
    ଗୁରୁବାର କ୍ୟୁଶୁ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁଥିବା ଯୋଗୁ ସାରା ରାତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୮୦ କିଲୋମିଟର ବେଗରେ ପବନ ବହିଥିଲା। ଫଳରେ ବହୁ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ବହୁ କ୍ଷୟକ୍ଷତି ହୋଇଥିବା ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ