Friday, March 14, 2025
39.7 C
Odisha

    ସେବାୟତଙ୍କୁ ପିଟିଲେ ବିଦେଶୀ ପର୍ଯ୍ୟଟକ

    ଆଗକୁ ପଢନ୍ତୁ

    ପୁରୀ ଶ୍ରୀମନ୍ଦିରରେ ପୁଣି ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ଏକ ଅଘଟଣ ଘଟିଯାଇଛି । ଶ୍ରୀମନ୍ଦିରରେ ସେବାୟତଙ୍କୁ ପିଟିଛନ୍ତି ବିଦେଶୀ ପର୍ଯ୍ୟଟକ । ସେବାୟତ ହରିହରଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ ।ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରବେଶ ବାରଣ କରିବାକୁ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ବିଦେଶୀ ପର୍ଯ୍ୟଟକଙ୍କୁ ଧରି ସିଂହଦ୍ୱାର ପୋଲିସ ଥାନାରେ ଅଟକ ରଖିଛି । ବିଦେଶୀ ନାଗରିକ ୟୁକେର ହୋଇଥିବା ସୂଚନା । କଡା ସୁରକ୍ଷା ସତ୍ତ୍ୱେ ବିଦେଶୀଙ୍କ ପ୍ରବେଶ ନେଇ ପ୍ରଶ୍ନ ଉଠୁଛି । ଏହି ଘଟଣାରେ ଏବେ ସିସିଟିଭି ଫୁଟେଜ୍ ଆଧାରରେ ଯାଞ୍ଚ ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.7 ° C
    39.7 °
    39.7 °
    9 %
    4.4kmh
    2 %
    Fri
    40 °
    Sat
    40 °
    Sun
    42 °
    Mon
    41 °
    Tue
    41 °

    ସମ୍ବନ୍ଧିତ