Tuesday, July 1, 2025
23.3 C
Odisha

    ୩ ଘଣ୍ଟା ପାଇଁ ଏସବିଆଇ ଡିଜିଟାଲ ସର୍ଭିସ ବନ୍ଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ)ର ଡିଜିଟାଲ ସର୍ଭିସ ଆସନ୍ତା ୩ ଘଣ୍ଟା ପାଇଁ କାମ କରିବନାହିଁ। ବାର୍ଷିକ ସମାପନ କାର୍ଯ୍ୟ ପାଇଁ ଡିଜିଟାଲ ସର୍ଭିସ ବନ୍ଦ ରହିବ। ଆଜି ଦିନ ଗୋଟାଏରୁ ବନ୍ଦ ରହି ଅପରାହ୍ଣ ୪ ଟା ପର୍ଯ୍ୟନ୍ତ ଡିଜିଟାଲ ସର୍ଭିସ ବନ୍ଦ ରହିବ। ଏହି ସମୟରେ ୟୁପିଆଇ ଲାଇଟ୍‌‌ କିମ୍ବା ଏଟିଏମ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.3 ° C
    23.3 °
    23.3 °
    94 %
    2.4kmh
    100 %
    Mon
    23 °
    Tue
    25 °
    Wed
    24 °
    Thu
    29 °
    Fri
    26 °

    ସମ୍ବନ୍ଧିତ