Sunday, October 18, 2026
24.8 C
Odisha

    ଆଜି ମୁକ୍ତିଲାଭ କରିବ ଆଞ୍ଜେଲ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଶୁଭମ ସିନେ ପ୍ରଡ଼କସନ ବ୍ୟାନରରେ ନିର୍ମିତ, ସଂଘମିତ୍ରା ବେହେରାଙ୍କ ପ୍ରଯୋଜିତ ସସ୍ପେନ୍ସ, ଥ୍ରୀଲର ଭରା ଓଡ଼ିଆ ଚଳଚ୍ଚିତ୍ର “ଆଞ୍ଜେଲ” ପରଦାକୁ ଆସୁଛି। ଏହି ନୂଆ ଚଳଚିତ୍ର ଆଜି ଓଡିଶାର ୨୭ଟି ପ୍ରେକ୍ଷାଳୟରେ ମୁକ୍ତିଲାଭି କରିବ। ଶନିବାର ଦିନ ୨ଟାରେ ଶ୍ରୀୟା ସିନେମା ହଲରେ ଏହାର ପ୍ରିମିୟର ସୋ ରହିଛି। ବିଗତ ଦିନରେ ଦର୍ଶକ ବିଭିନ୍ନ ମୌଳିକ କାହାଣୀ ଆଧାରିତ ଚଳଚ୍ଚିତ୍ରଗୁଡିକୁ ବେଶୀ ପସନ୍ଦ କରୁଥିବାରୁ ଓଲିଉଡ଼ର ସିନେ ନିର୍ମାତା ଠିକ୍ ସେଇଭଳି ରୁଚିର ସିନେମା ଗୋଟିଏ ପରେ ଗୋଟିଏ ନିର୍ମାଣ କରି ଚାଲିଛନ୍ତି। “ଆଞ୍ଜେଲ” ନାଁ ରୁ କିଛି ନିଆରା ହେଇଥିବ ଏକଥା ଦର୍ଶକ ଅନୁମାନ କରିପାରୁଥିବେ ବୋଲି ନିର୍ମାତା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ