Friday, April 3, 2026
39 C
Odisha

    ଆଜି ସାଂସଦ ପ୍ରିୟା ସରୋଜ ଏବଂ କ୍ରିକେଟର ରିଙ୍କୁ ସିଂହଙ୍କ ନିର୍ବନ୍ଧ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଟିମର ଖେଳାଳି ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟୀର ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧ ଆଜି ଲକ୍ଷ୍ନୌର ଫାଇଭ ଷ୍ଟାର ହୋଟେଲ ସେଣ୍ଟ୍ରମର ଫଲକର୍ନ ହଲରେ ଆୟୋଜିତ ହେବ। ଏହି ଅବସରରେ ସପା ଦଳର ମୁଖ୍ୟ ଅଖିଳେଶ ଯାଦବ, ସପା ସାଂସଦ ଡିମ୍ପଲ ଯାଦବ ଏବଂ ଜୟା ବଚ୍ଚନଙ୍କ ସମେତ ଅନେକ ନେତା ଏବଂ କ୍ରିକେଟ ଜଗତର ଲୋକେ ସାମିଲ ହେବେ। ସପା ସାଂସଦ ପ୍ରିୟା ସରୋଜଙ୍କ ବାପା ଏବଂ ସପା ବିଧାୟକ ତୁଫାନୀ ସରୋଜ ମିଡିଆ ସହ କଥା ହୋଇ କହିଛନ୍ତି ଯେ, ଦୁଇ ପରିବାରର ଏହି ବିବାହକୁ ମଞ୍ଜୁରୀ ମିଳିସାରିଛି। ଆଜି ପରିବାର ଏବଂ ସଂପର୍କୀୟ ଲୋକଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ହେବାକୁ ଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ