Wednesday, May 6, 2026
36.3 C
Odisha

    ଆରମ୍ଭ ହେଲା ଭୋଟ ଗଣତି, ଆସିବ ରେଜଲ୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆରମ୍ଭ ହେଲା ଭୋଟ ଗଣତି; ଆସିବ ରେଜଲ୍ଟ । ଏଥର କାହା ସପକ୍ଷରେ ଯିବ ଜନାଦେଶ, ସବୁ ସ୍ଟେ ହେବ । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ନଜର । ବେଙ୍ଗଲରେ TMC ର ଭାଗ୍ୟ କ’ର ହେବ, ତାକୁ ନେଇ ଚର୍ଚ୍ଚା । ଆସାମରେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ବିଜେପି । ତାମିଲନାଡୁ, କେରଳମ୍ ଓ ପୁଡ଼ୁଚେରୀ ଉପରେ ସମସ୍ତଙ୍କ ଆଖି । ଭୋଟ୍ ଗଣତି ପାଇଁ ତ୍ରୀସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

     

    . ପଶ୍ଚିମବଙ୍ଗରେ ମ୍ୟାଜିକ ଫିଗର ଟପିଲା ବିଜେପି

    . ପଶ୍ଚିମବଙ୍ଗରେ TMCକୁ ପଛରେ ପକାଇ ୧୬୦ ରୁ ଅଧିକ ସିଟରେ ଆଗୁଆ

    . ଆସାମରେ ପୁଣି ଵିକେପି ସରକାର

    . ପଶ୍ଚିମବଙ୍ଗରେ ଆଗରେ ବିଜେପି
    . ଆସାମରେ ବିପୁଳ ପରିମାଣରେ ବିଜେପି ଆଗୁଆ

    . ପୁଡୁଚେରୀରେ nrc ଆଗୁଆ

    . କେରଳରେ udp ଆଗରେ

    .  ପଶ୍ଚିମବଙ୍ଗରେ TMC ଓ ବିଜେପି ମଧ୍ୟରେ କଡ଼ା ଟକ୍କ

    . ତାମିଲନାଡୁରେ ବିଜୟ ସୁନାମି, DMKକୁ ପଛରେ ପକାଇଲା TVK

    . ପଶ୍ଚିମବଙ୍ଗରେ କଡ଼ା ଟକ୍କର:

    ଭୋଟ୍ ଗଣତି ଆରମ୍ଭ; ପଶ୍ଚିମବଙ୍ଗରେ କଡ଼ା ଟକ୍କର । ପ୍ରାରମ୍ଭିକ ଗଣତିରେ ଆସାମରେ ବିଜେପି ଆଗରେ । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ନଜର ।

    . ଆସାମରେ ବିଜେପି ଆଗରେ:

    ଭୋଟ୍ ଗଣତି ଆରମ୍ଭ; ପଶ୍ଚିମବଙ୍ଗରେ କଡ଼ା ଟକ୍କର । TMC ଓ ବିଜେପି ମଧ୍ୟରେ କଡ଼ା ଟକ୍କର । ପ୍ରାରମ୍ଭିକ ଗଣତିରେ ଆସାମରେ ବିଜେପି ଆଗରେ । ତାମିଲନାଡ଼ୁରେ ଶାସକ DMK ଆଗରେ । କେରଳରେ ଆଗୁଆ ଚାଲିଛି UDF । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଆଞ୍ଚଳ ଉପରେ ନଜର ।

    ପଶ୍ଚିମବଙ୍ଗରେ ଚାଲିଛି କଡ଼ା ଟକ୍କର । TMC ଓ ବିଜେପି ମଧ୍ୟରେ କଡ଼ା ଟକ୍କର । ପ୍ରାରମ୍ଭିକ ଗଣତିରେ ଆସାମରେ ବିଜେପି ଆଗରେ । ତାମିଲନାଡ଼ୁରେ ଶାସକ DMK ଆଗରେ । AIADMK କୁ ପଛରେ ପକାଇ ଦ୍ବିତୀୟ ସ୍ଥାନରେ TVK । କେରଳମରେ ଆଗୁଆ ଚାଲିଛି UDF । ପୁଡ଼ୁଚେରୀରେ ଆଗୁଆ ଚାଲିଛି NRC । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଆଞ୍ଚଳ ଉପରେ ନଜର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.3 ° C
    36.3 °
    36.3 °
    25 %
    2.8kmh
    56 %
    Wed
    36 °
    Thu
    38 °
    Fri
    40 °
    Sat
    40 °
    Sun
    38 °

    ସମ୍ବନ୍ଧିତ