Saturday, September 5, 2026
26 C
Odisha

    ଆରମ୍ଭ ହୋଇଛି ଓଳାଶୁଣୀ ଗୁମ୍ଫା ମେଳା, ପୋଡପିଠା ଭୋଗ କରୁଛନ୍ତି ଶ୍ରଦ୍ଧାଳୁ

    ଆଗକୁ ପଢନ୍ତୁ

     

    ଓଳାଶୁଣୀ ମେଳା ପାଇଁ ଚଳଚଞ୍ଚଳ ହୋଇଛି ଓଳାଶୁଣୀ ପହାଡ । ପରମ୍ପରା ଅନୁସାରେ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିରରୁ ଆଜ୍ଞାମାଳ ଯାଇ ଗ୍ରାମଦେବତୀଙ୍କ ନିକଟରେ ପୂଜାର୍ଚ୍ଚନା ହେବାପରେ ବେଢା ପରିକ୍ରମା କରାଯାଇଥାଏ । ଏହି ମେଳା ସମୟରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ଦୋକାନ ବଜାର ଲାଗିଥାଏ । ମେଳା ବୁଲିବା ସହ ଲୋକ ଏହାର ମଜା ଉଠାଇଥାନ୍ତି । ଚଳିତ ବର୍ଷ ମେଳାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ସନ୍ଥ ଅରକ୍ଷିତ ଦାସଙ୍କ ୧୮୯ତମ ମହାପ୍ରୟାଣ ଦିବସ ପାଳିତ ହେଉଥିବା ବେଳେ ପୀଠକୁ ଛଟୁଛି ଶ୍ରଦ୍ଧାଳୁଙ୍କ ସୁଅ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26 ° C
    26 °
    26 °
    86 %
    1.4kmh
    12 %
    Sat
    27 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ