Tuesday, July 21, 2026
23.8 C
Odisha

    ଏପ୍ରିଲ ୨୪ରେ ମିଳିବ ନୂଆ ରାସନ କାର୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏପ୍ରିଲ ୨୪ରେ ରାଜ୍ୟବାସୀଙ୍କୁ ମିଳିବ ନୂଆ ରାସନ କାର୍ଡ । ପଞ୍ଚାୟତିରାଜ ଦିବସ ଅବସରରେ ରାଜ୍ୟରେ ସରକାର ନୂଆ ରାସନ କାର୍ଡ ବାଣ୍ଟିବେ । ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ । ଏନେଇ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

    ମନ୍ତ୍ରୀ କହିଛନ୍ତି, ୨୪ ତାରିଖରେ ପ୍ରଥମ ଶୁଭାରମ୍ଭ ପରେ ରାଜ୍ୟରେ ପର୍ଯ୍ୟାୟକ୍ରମେ ୫ ଲକ୍ଷ ୯୦ ହଜାର ହିତାଧିକାରୀ ନୂଆ କାର୍ଡ ପାଇବେ । ଏହାସହ ଆହୁରି ୨୫ ଲକ୍ଷ ହିତାଧିକାରୀ ଇକେୱାଇସି କରି ନାହାଁନ୍ତି । ତେଣୁ ଯାଞ୍ଚ ପାଇଁ ଅଧିକାରୀଙ୍କୁ ଫିଲ୍ଡ ଭିଜିଟ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    97 %
    1kmh
    100 %
    Tue
    24 °
    Wed
    25 °
    Thu
    25 °
    Fri
    28 °
    Sat
    30 °

    ସମ୍ବନ୍ଧିତ