Tuesday, October 13, 2026
22.2 C
Odisha

    କଣ୍ଟା ଗୋଖରୂ ପୁରୁଷମାନଙ୍କ ପାଇଁ ବରଦାନ ସଦୃଶ , ଜାଣନ୍ତୁ କଣ ରହିଛି ଆୟୁର୍ବେଦରେ ଏହାର ଚିକିତ୍ସା

    ଆଗକୁ ପଢନ୍ତୁ

    ଔଷଧୀୟ ଗୁଣରେ ଭରପୁର ଗୋଖରୂ ଭାରତରେ ପ୍ରାୟ ସମସ୍ତ ସ୍ଥାନରେ ବର୍ଷା ଋତୁରେ ଉପଲବ୍ଧ ହୋଇଥାଏ, ଆଷାଢ଼ ଓ ଶ୍ରାବଣ ମାସରେ ପ୍ରାୟ ସମସ୍ତ ପ୍ରକାର ମାଟିରେ ଦେଖିବାକୁ ମିଳିଥାଏ ଗୋଖୁର , ଏହା ରାସ୍ତା କଡରେ ବିଲରେ ପ୍ରାୟ ସମସ୍ତ ସ୍ଥାନରେ ଦେଖିବାକୁ ମିଳେ, ଗୋଖୁର ହଳଦିଆ ରଙ୍ଗର ଛୋଟ ଛୋଟ ଫୁଲ ଓ ଏଥିରେ କଣ୍ଟା ଫଳ ମଧ୍ୟ ଦେଖିବାକୁ ମିଳିଥାଏ।

    ଗୋଖୁରର ଗୁଣ –
    ଆୟୁର୍ବେଦ ଅନୁସାରେ ମେଡ଼ିସିନ ସିଷ୍ଟମ ରେ ଗୋଖୁର ର ବ୍ୟବହାର ଖୁବ ଅଧିକ କରାଯାଇଥାଏ। ଗୋଖୁରର ବ୍ୟବହାର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ରେ କରାଯାଇଥାଏ , ଗୋଖୁର ପରିସ୍ରା ସମ୍ବନ୍ଧିତ ସମସ୍ୟା, ପୁରୁଷ ମାନଙ୍କର ଯୌନ ସମସ୍ୟା, ଡାଇଜେସନ ସମସ୍ୟା ଓ ତ୍ୱଚା ସମ୍ବନ୍ଧିତ ସମସ୍ୟା ପାଇଁ ଲାଭ ଦାୟକ।

    ଏହାଛଡା ଏହା ପୁରୁଷମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଲାଭଦାୟକ ଅଟେ, ଏହା କିଡ୍ନୀରେ ଷ୍ଟୋନ ସମସ୍ୟା ଓ ୟୁରିନାରୀ ପ୍ରୋବ୍ଲେମର ମଧ୍ୟ ସମାଧାନ କରିଥାଏ, ବ୍ଲାଡରରେ ସଂକ୍ରମଣ ଦୂର କରିଥାଏ, ପରିସ୍ରା ପୋଡା ପାଇଁ ଲାଭ ଦାୟକ ଅଟେ ଏବଂ ପୁରୁଷମାନଙ୍କର ହର୍ମୋନ ସିକ୍ରେସନ ଠିକ ଭାବରେ ହେବା ସହିତ ପ୍ରଜନନ କ୍ଷମତା ବୃଦ୍ଧି କରିଥାଏ।

    ଏହା ଛଡା ଗୋଖୁର ବ୍ଲଡ଼ ପ୍ରେସରକୁ କଣ୍ଟ୍ରୋଲ କରିଥାଏ, ଏବଂ ହାର୍ଟ କୁ ମଜବୁତ କରିଥାଏ। ଏଥିରେ ଥିବା ସେପନିଙ ହାର୍ଟ ସମ୍ବନ୍ଧିତ ସମସ୍ତ ସମସ୍ୟାକୁ ଦୂର କରିଥାଏ।

    ବିଶେଷ ଭାବରେ ଗୋଖୁର ଆଣ୍ଠୁ ଗଣ୍ଠି ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ଗୋଖୁର, କିନ୍ତୁ ଡାଇଜେସନ ସମସ୍ୟାକୁ ମଧ୍ୟ ଦୂର କରିଥାଏ ଗୁଖୁର, ପେଟ ସଫା କରି ଗୋଟିଏ ସୁସ୍ଥ ଜୀବନ ଦେଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.2 ° C
    22.2 °
    22.2 °
    80 %
    1.2kmh
    23 %
    Mon
    22 °
    Tue
    30 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ