Wednesday, August 19, 2026
24.2 C
Odisha

    କଣ୍ଟେନର ପଛରୁ ପିଟିଲା କାର୍, ୫ ଆହତ

    ଆଗକୁ ପଢନ୍ତୁ

    ବାଲେଶ୍ବର : କଣ୍ଟେନର ପଛରୁ ପିଟିଲା କାର୍ । ୫ ଆହତ। ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ତଳନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କାରଟି ମୟୂରଭଞ୍ଜ ଜିଲ୍ଲା ବେତନଟୀରୁ କାକଟପୁର ଅଭିମୁଖେ ଯାଉଥିଲା । ତଳନଗର ଠାରେ ଏକ ଚଳନ୍ତା କଣ୍ଟେନରକୁ ଧକ୍କା ଦେଇଥିଲା । ସମସ୍ତ ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    91 %
    1.5kmh
    93 %
    Wed
    24 °
    Thu
    29 °
    Fri
    29 °
    Sat
    25 °
    Sun
    25 °

    ସମ୍ବନ୍ଧିତ