Saturday, October 10, 2026
29.2 C
Odisha

    କିସ୍‌ମିସ୍‌ରେ ରହିଛି ଅନେକ ଉପକାରୀ ଗୁଣ

    ଆଗକୁ ପଢନ୍ତୁ

    ଡ୍ରାଇଫ୍ରୁଇଟ୍ସ ମଧ୍ୟରେ କିସମିସ ଅନ୍ୟତମ। କିସମିସକୁ ପିଲାଠାରୁ ବୁଢା ଯାଏଁ ସମସ୍ତେ ଖାଇପାରିବେ ଏବଂ ଏହା ସମସ୍ତଙ୍କର ପ୍ରିୟ ମଧ୍ୟ। କିସ୍‌ମିସ୍‌ରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଏହାକୁ ଖାଇଲେ ତାହା ହଜମ କ୍ରିୟାକୁ ଆହୁରି ସକ୍ରିୟ କରିଥାଏ। ଏହାବ୍ୟତୀତ କୋଷ୍ଠକାଠିନ୍ୟ ପରି ସମସ୍ୟାରୁ ଅନେକାଂଶରେ ଉପଶମ ମିଳିଥାଏ।

    କେବଳ ସେତିକି ନୁହେଁ, କିସ୍‌ମିସ୍‌ କମ୍‌ କ୍ୟାଲୋରିଯୁକ୍ତ। ଏହା ଓଜନ କମାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

    ଏଥିରେ ଏଭଳି ତତ୍ତ୍ୱ ଅଛି, ଯାହା ଶରୀରରେ ସୁଗାର ସ୍ତରକୁ କେତେକାଂଶରେ ସନ୍ତୁଳିତ ରଖେ।

    ଏଥିରେ ଆଣ୍ଟି ଅକ୍ସିଡାଣ୍ଟ୍‌ ଗୁଣ ମଧ୍ୟ ରହିଛି। ଏହାକୁ ଖାଇଲେ ତାହା ଦୃଷ୍ଟିଶକ୍ତିକୁ ପ୍ରଖର କରିବାରେ ସାହାଯ୍ୟ କରିଥାଏ।

    କିସମିସ ଶରୀରରେ ଶକ୍ତି ବୃଦ୍ଧି କରିଥାଏ ଏବଂ ହାର୍ଟ ପାଇଁ ମଧ୍ୟ ଉପକାରୀ।

    ପେଟରେ ଏସିଡିଟି ସମସ୍ୟା ଦେଖାଦେଲେ ଏହା ସେଥିରୁ କେତେକାଂଶରେ ଉପଶମ ଦେଇଥାଏ।

    ଶରୀରରେ କୋଲେଷ୍ଟରଲ ସ୍ତରକୁ କିସମିସ ସନ୍ତୁଳିତ ରଖେ।

    ଚର୍ମକୁ ମଧ୍ୟ ନମନୀୟ ଏବଂ ଉଜ୍ଜଳ  ରଖିଥାଏ କିସମିସ୍‌।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ