Tuesday, October 13, 2026
21.3 C
Odisha

    କେତେ ଘଣ୍ଟା ଭୋକରେ ରହିବ ପରେ ଶରୀରରୁ ଆପଣଙ୍କ ଚର୍ବି ତରଳିବାକୁ ଲାଗିଥାଏ ?

    ଆଗକୁ ପଢନ୍ତୁ

    ନିଜ ବଡିକୁ ପରଫେକ୍ଟ ସେପରେ ଆଣିବା ଗୋଟିଏ ବଡ଼ ଚ୍ୟାଲେଞ୍ଜିଙ୍ଗ କାମ, କିନ୍ତୁ ଅସମ୍ଭବ ନୁହେଁ, ସେଥିପାଇଁ ଓଜନ ହ୍ରାସ କରିବାକୁ ହେଲେ ଜୀବନଶୈଳୀରେ ପରିବର୍ତ୍ତନ ସହିତ ଖାଦ୍ୟ ଶୈଳୀରେ ମଧ୍ୟ ପରିବର୍ତ୍ତନ ଜରୁରୀ ଅଟେ।

    – ବିଶେଷଜ୍ଞ କହୁଛନ୍ତି ଯେ ଓଜନ ହ୍ରାସ ପାଇଁ ଫାଂଷ୍ଟିଙ୍ଗ ଟ୍ରେଣ୍ଡ ରେ ଖୁବ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଓଜନ ହ୍ରାସ ପାଇଁ ଅନେକ ଲାଭ ସହିତ ଅନେକ କ୍ଷତି ମଧ୍ୟ ରହିଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଓଜନ ହ୍ରାସ ପାଇଁ ଅସୁବିଧା ହୋଇପାରେ।

    – ରିସର୍ଚ୍ଚ ଅନୁସାରେ ଯଦି ଜଣେ ବ୍ୟକ୍ତି ପ୍ରତିଦିନ ସନ୍ଧ୍ୟା ସାଢେ ୫ଟା ସମୟରେ ରାତ୍ରି ଭୋଜନ କରି ପରଦିନ ସକାଳ ୧୦ ଟାରେ ଭୋଜନ କରିବା ଦ୍ୱାରା ଦ୍ରୁତ ବେଗରେ ଓଜନ ହ୍ରାସ ହୋଇଥାଏ ଏବଂ ଯଦି ଏହି ସମୟରେ ଭୋକ ଲାଗୁଚି ତେବେ ଆପଣ ହାଲୁକା କିଛି ଖାଦ୍ୟ ଗ୍ରହଣ କରି ପାରିବେ।

    – ଉପବାସ ସମୟରେ ଶରୀର ପ୍ରଭାବୀ ଭାବରେ ଇନ୍ସୁଲିନ ର ଉତ୍ପାଦନ ଖୁବ କମ ହୋଇଥାଏ, ଏପରି ସ୍ଥିତିରେ ଯେତେବେଳେ ଆପଣ ଖାଦ୍ୟ ଖାଇ ଥାଆନ୍ତି ସେତେବେଳେ ଇନ୍ସୁଲିନ ପ୍ରକୃତ ଭାବରେ ନିଜ କ୍ଷମତା ସୁଧାର କରିଥାଏ।

    – ଫାଂଷ୍ଟିଙ୍ଗ କରିବା ଦ୍ୱାରା ଆପଣଙ୍କ ଫ୍ୟାଟ ହ୍ରାସ ହୋଇଥାଏ, ଓଜନ ହ୍ରାସ ପାଇଁ ନିୟମିତ ଭାବରେ ଫାଷ୍ଟିଙ୍ଗ ସହିତ ଏକ୍ସରସାଇଜ କ୍ୟାଲୋରୀ କଣ୍ଟ୍ରୋଲ ସହ ଓଜନ ହ୍ରାସ ମଧ୍ୟ ହୋଇଥାଏ, ଏବଂ ପେଟର ଚର୍ବି ମଧ୍ୟ ତରଳି ଥାଏ।

    – ଯଦି ଆପଣ ଖାଇବା ସମୟକୁ ୮ରୁ ୧୦ ଘଣ୍ଟା ବ୍ୟବଧାନ ରଖିବେ ତେବେ ଓଜନ ହ୍ରାସ ପାଇଁ ଗୋଟିଏ ଭଲ ଉପାୟ ମିଳିବ, ଏହି ବ୍ୟବଧାନ ସମୟରେ ଆପଣ ଅଁଳା ଜୁସ ସେବନ କରିବା ଏବଂ କିଛି ଫ୍ରୁଟସ ସାଲାଡ଼ ଖାଇବା କିମ୍ବା ଗଜା ମୁଗ ଓ ଗଜା ବୁଟ ଖାଇ ପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.3 ° C
    21.3 °
    21.3 °
    84 %
    1.1kmh
    11 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ