Monday, October 19, 2026
23.2 C
Odisha

    କୋରାପୁଟର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    ଲମତାପୁଟ : କୋରାପୁଟର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ ।  ଦିନ ସାଢେ ୧୧ ଟାରୁ ୧୨ ମଧ୍ୟରେ ପ୍ରକଳ୍ପ ଟ୍ରିପ ହୋଇଥିଲା  l  ପ୍ରକଳ୍ପ କେବୁଲ ଗୁଡ଼ିକରୁ ନିଆଁ ଲାଗିବା ଆରମ୍ଭ ହୋଇଥିଲା  l  ପ୍ରକଳ୍ପ ଭିତରେ ଭୟାବହ ଅଗ୍ନିକାଣ୍ଡ ଦେଖି ପ୍ରକଳ୍ପ କର୍ମଚାରୀ ବାହାରକୁ ଚାଲି ଆସିଥିଲେ  l  ଟରବାଇନ ଫ୍ଲୋରରେ କିଛି କର୍ମଚାରୀ ଫସି ରହିଥିଲେ  l  ବାହାରେ ଥିବା କିଛି କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ସହଯୋଗୀ କର୍ମଚାରୀଙ୍କୁ ବାହାରକୁ ବାହାର କରିବାରେ ସକ୍ଷମ ହୋଇଥିଲେ l ଅଣନିଶ୍ୱାସୀ ହୋଇଯାଇଥିବା କର୍ମଚାରୀଙ୍କ ଚିକିତ୍ସା ଜାରି ରହିଛି  l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ